Daily Archives

February 5, 2021

ନିରୁତ୍ସାହଜନକ କୃଷି ବଜେଟ  

ଗତ ପ୍ରାୟ ବର୍ଷେ ହେଲା ଭାରତୀୟ କୃଷି ଉଦ୍ୟୋଗ ଭଲ ଅଥବା ଭୁଲ କାରଣ ପାଇଁ ହେଉ ଚର୍ଚ୍ଚାରେ ରହିଛି । କରୋନାରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ କୃଷି ହିଁ ସମସ୍ତ ବାଧାବିଘ୍ନ ମଧ୍ୟରେ ଆଶାର ଆଲୋକ ଦେଖାଇଲା । ଏହି ଜନବହୁଳ ଦେଶରେ ସର୍ବାଧିକ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ଓ…

ଗୁଳି ଫୁଟାଇ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ

ରେଢାଖୋଲ: ଗୁଳି ଫୁଟାଇ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ବସଷ୍ଟାଣ୍ଡ ନିକଟ ରେଢାଖୋଲ-ବୌଦ୍ଧ ରାସ୍ତାର କଇଥସାହି ପୋଷ୍ଟ ଅଫିସ ପାଖରେ ବଲାଙ୍ଗୀର ସଦର ପୋଲିସ ଓ ରେଢ଼ାଖୋଲ ପୋଲିସ ମିଳିତ ଭାବରେ ଚଢ଼ାଉ କରିବା ସହ ୫/୬ ରାଉଣ୍ଡ ଗୁଳି ଫୁଟାଇ ଏକ କୁଖ୍ୟାତ…

ବିଏସଏଫ୍ ଜବାନଙ୍କ ବଡ ସଫଳତା: ମାଲକାନଗିରି ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ୍

ମାଲକାନଗିରି: ବିଏସଏଫ୍ ଜବାନଙ୍କୁ ମିଳିଛି ବଡ଼ ସଫଳତା।  ଅପରେସନ ବେଳେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ ।  କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାବା ଏବଂ ତାଇମାଲ ଅଂଚଳରେ ବିଏସଏଫ ଏବଂ ଜିଲ୍ଲା ପୁଲିସ କୁମ୍ବିଂ କରୁଥିବା…

କଟକ ମହାନଗରରୁ ୩  କରୋନା ଆକ୍ରାନ୍ତ‌ ଚିହ୍ନଟ, ସୁସ୍ଥ ହେଲେ ୬

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୩ ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଥିବାବେଳେ ଜଣେ କ୍ୱାରେଣ୍ଟିନରୁ ଓ ୨ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ…

ଫେବୃଆରୀ ୭ରେ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

କେନାଲରେ ବୁଡି ଚାରିବର୍ଷ ଶିଶୁର ଗଲା ଜୀବନ, ଚିକିତ୍ସା ପାଇଁ ମେଡିକାଲ କର୍ମଚାରୀ ନଆସିବାରୁ ଅସନ୍ତୋଷ

ପଡିଆ: କେନାଲରେ ବୁଡି ପ୍ରାଣ ହରାଇଲା ଚାରିବର୍ଷର ଶିଶ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗୋଲାଗୁଡା ଗାଁରେ ଥିବା କେନାଲରେ ଜଣେ ୪ ବର୍ଷର ଶିଶୁ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଶିଶୁଟିକୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ପାଣିରୁ ଉଦ୍ଧାର କରି ସ୍ଥାନୀୟ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୨ ହଜାର ୭୩୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । 3 from Jharsuguda 3 from Rayagada…

ଆଂଶିକ ବାତିଲ ହେବ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ

ଭୁବନେଶ୍ୱର: ଆଂଶିକ ବାତିଲ ହେବ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ ।  ଫେବୃଆରୀ ମାସ ୭ ଏବଂ ୮ ତାରିଖରେ ବାଙ୍ଗାଲୋର ନିକଟସ୍ଥ ବାଇୟାପ୍ପାନାହାଲି ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ (ନନ-ଇଣ୍ଟରଲକିଙ୍ଗ) କାର୍ଯ୍ୟ ଚାଲୁରହିବହ । ଏଥିପାଇଁ ଭୁବନେଶ୍ୱର ଓ…

ଶୀତ ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ୬ ଜିଲ୍ଲାକୁ ୱାର୍ଣ୍ଣିଂ ଶୀତ ସତର୍କତା  । ୭ ତାରିଖ ପାଇଁ ୬ ଜିଲ୍ଲାକୁ ପ୍ରବଳ ଶୀତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି । ଏହାସହ…

ଭୁବନେଶ୍ୱରର ମହାନଗରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ କେନ୍ଦ୍ରରୁ ଓ ୩ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ…
ବ୍ରେକିଂ