ଭାରତ-ଇଂଲଣ୍ଡ ଫ୍ରଥମ ଟେଷ୍ଟ: ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୬୩/୩
ଚେନ୍ନାଇ: କରୋନା ପାଇଁ ଅଟକିଥିବା କ୍ରିକେଟ ଖେଳ ଦୀର୍ଘଦିନ ପରେ ଭାରତରେ ଆରମ୍ଭ ହୋଇଛି । ଇଂଲଣ୍ଡ ଭାରତ ଗସ୍ତରେ ଆସି ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ଆରମ୍ଭ କରିଛି । ଆଜି ପ୍ରଥମ ମ୍ୟାଚର ପ୍ରଥମ ଦିନ ଖେଳରେ ଇଂଲଣ୍ଡ ଦୃଢ ବ୍ୟାଟିଙ୍ଗ କରି ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିଛି । ଟିମ୍…