ଓଡିଶାରୁ ସୁସ୍ଥ ହେଲେ ୧୦୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୦୯ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କଟକ ଓ ସୁନ୍ଦରଗଡରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସମ୍ବଲପୁରରୁ ୧୦ଜଣ, ବରଗଡ, ମୟୁରଭଞ୍ଜ, ନୂଆପଡାରୁ…