ଶ୍ରୀଲଙ୍କାରେ ଭାରତ ବିରୋଧୀ ନିଷ୍ପତ୍ତି ପଛରେ ଚୀନ
କଲମ୍ବୋ ବନ୍ଦରରେ ପୂର୍ବ କଣ୍ଟେନର ଟର୍ମିନାଲ ନିର୍ମାଣରେ ଭାରତର ସମ୍ପୃକ୍ତି ଥିବା ରାଜିନାମାକୁ ଶ୍ରୀଲଙ୍କା ସରକାର ଏବେ ବାତିଲ କରି ଦେଇଥିବାରୁ ଦ୍ବିପାକ୍ଷିକ ସମ୍ପର୍କ ବଡ ଧକ୍କା ଖାଇଛି । ଚୀନ ସପକ୍ଷବାଦୀ ଗଜଭାୟା ଭ୍ରାତୃଦ୍ୱୟ ଗତ ନିର୍ବାଚନ ପରେ କ୍ଷମତାକୁ ଆସିବା ପରଠାରୁ ଶ୍ରୀଲଙ୍କା…