Daily Archives

February 7, 2021

ରବିବାର ସ୍କୁଲରେ କିଭଳି ଚାଲିଛି ପାଠପଢା, ସ୍ଥିତି ଅନୁଧ୍ୟାନ କଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ରବିବାର ।  ରବିବାର ସ୍କୁଲରେ କେମିତି ଚାଲିଛି ପାଠପଢା ତାହାର ଅନୁଧ୍ୟାନ କରିବାକୁ ଅଚାନକ ବାଣୀବିହାର ୟୁନିଭରସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରବିବାର ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଛି, ସେଥିରେ…

ସୁନ୍ଦରଗଡ: ବିକାଶ ଠାରୁ ବହୁ ଦୂରରେ ବଣପାହାଡ଼ ଘେରା ଦୁର୍ଗମ ଗାଁ ‘ଝରପାଏନ୍’ 

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଅନେକ ଗାଁ ଗୁଡିକ ଆଜିବି ବିକାଶ ଠାରୁ ଅନେକ ଦୂରରେ ରହିଯାଇଛି । ଏଠିକାର ଲୋକଙ୍କ ପାଇଁ ବିକାଶ ପାଲଟିଛି ସାତ ସପନ । ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।…

ଦୁର୍ଘଟଣାର ଶିକାର ହେଲେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ

କୋରାପୁଟ:  ଦୁର୍ଘଟଣାର ଶିକାର ହେଲେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି…

ଭାରତ-ଇଂଲଣ୍ଡ ଟେଷ୍ଟ୍: ପୂଜାରା ଓ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ, ଟିମ୍ ଇଣ୍ଡିଆ ୨୫୭/୬

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ପରେ ଭାରତ ଦଳ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୫୭୮ ରନ ଜବାବରେ ଟିମ୍‌ଇଣ୍ଡିଆ ୬ ଉଇକେଟ ବିନିମୟରେ ୨୫୭ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା (୭୩) ଓ ଋଷଭ ପନ୍ତ (୯୧)…

ପ୍ରଶାସନର ଅବହେଳା: ଜରାଜୀର୍ଣ୍ଣ ଅବସ୍ଥାରେ ସୁଆରିଯୋର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ସୁନ୍ଦରଗଡ଼: ପ୍ରଶାସନର ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସୁଆରିଜୋର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ…

ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣା: ଫରେଷ୍ଟର ଓ ବନରକ୍ଷୀ ନିଲମ୍ବିତ

ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ । ଏହାସହ ଟ୍ରେନ୍ ଡ୍ରାଇଇଭର ପଶ୍ଚିମବଙ୍ଗ ହାୱଡାର କ୍ରିଷ୍ଣା ଗୋପାଳଙ୍କୁ…

ଉତ୍ତରାଖଣ୍ଡ ଭୁସ୍ଖଳନ ଘଟଣାରେ ସମବେଦନା ଜଣାଇଲେ ନବୀନ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଭୁସ୍ଖଳନରେ ପ୍ରଭାବିତ ହୋଇଥିବା ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନକୁ ନେଇ ସେ ଚିନ୍ତିତ…

ଆସାମରେ ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ଆସାମ:  ଆସାମରେ ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ବିରୋଧୀ ଲୋକ ଭାରତର ଚା' ଓ ଏହାସହ ଜଡିତ ରାଷ୍ଟ୍ରର ଛବିକୁ ଖରାପ କରିବାକୁ ପ୍ରୟାସ କରୁଛନ୍ତି । ଏହିଭଳି ଲୋକଙ୍କୁ ଆମର ଏବେ ଜବାବ ଦେବାର ସମୟ ଆସିଛି । ଏହିଭଳି ଲୋକ ବହୁ ତଳକୁ ଖସି ଯାଇଥିବା…

କାର ଡିକିରୁ ଗଞ୍ଜେଇ ଜବତ, ଜଣକୁ ବାନ୍ଧିଲା ପୋଲିସ

ନବରଙ୍ଗପୁର: କାରରେ ଭର୍ତ୍ତିକରି ନିଆଯାଉଥିଲା ଗଞ୍ଜେଇ । କାର ସହ ଗଞ୍ଜେଇକୁ ଜବତ୍ କଲା ପୋଲିସ ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ନିକଟରେ ପୋଲସ କାର୍ ସହ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,  …

୧୫ରେ ମହାପ୍ରସାଦ ସେବନ ନିଷ୍ପତି

ପୁରୀ : ଭକ୍ତଙ୍କ ପାଇଁ ଖୁସିର ଖବର । ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନେଇ ଆସନ୍ତା ୧୫ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯିବ ନିଷ୍ପତି । ୨୦୧୮ରେ ହୋଇଥିବା ମୂଲ୍ୟ ନିର୍ଦ୍ଧାରଣ ଅନୁସାରେ ବିକ୍ରି ହେବ ମହାପ୍ରସାଦ । ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ମହାପ୍ରସାଦ ବିକ୍ରି…
ବ୍ରେକିଂ