Daily Archives

February 8, 2021

ଭୁବନେଶ୍ୱର ସହିଦନଗରରେ ଖୋଲିଲା ପବ୍ଲିକ୍ ଲାଇବ୍ରେରୀ

ଭୁବନେଶ୍ୱର: ଆଜିର ଦିନରେ ବି ସାମୁହିକ ପାଠାଗାର ଏବଂ ସିଧାସଳଖ ବହି ପଢାର ଅଭ୍ୟାସ ଚାଲୁରହିଛି । ଏହି ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍(ବି ଏସ୍ ସି ଏଲ୍)ର ମିଳିତ ପ୍ରୟାସରେ ସ୍ଥାପନ ହୋଇଛି ଏକ ସାମୁହିକ ପାଠାଗାର ।…

ନିଆଁ ଲାଗି ଆସବାବପତ୍ର ସହ ଜଳିଗଲା ୨ ବଖରା ଘର

ଠାକୁରମୁଣ୍ଡା: ନିଆଁ ଲାଗି ଜଳି ଗଲା ୨ ବଖରା ଘର ।  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ଗାଁର ଭିମ ବିନ୍ଧାଣିଙ୍କ ୨ ବଖରା ଚାଳଛପର ଘରେ ଆଜି ନିଆଁଲାଗି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଘର ଭିତରେ ଥିବା ୪ ବସ୍ତା ରୁ ଊର୍ଦ୍ଧ୍ବ ଧାନ,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । 2 from Gajapati 2 from Jagatsinghpur…

କଟକ ମହାନଗରରୁ ୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ସୁସ୍ଥ ହେଲେ ୨

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୨ ନୂଆ  ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୭୧ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ…

ଭୁବନେଶ୍ୱରର ମହାନଗରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ  ଆକ୍ରାନ୍ତମାନେ ପୂର୍ବ କରେନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି  । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ…

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂ ଉଦଘାଟନ କଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଗସ୍ତ କରିଛନ୍ତି । ଏହି ଗସ୍ତରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତ । ଏହି ଅବସରରେ…

ପ୍ରାକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରାକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ସୂଚୀ । ଚଳିତ ବର୍ଷ ମେ' ୩ରୁ ୧୫ ଯାଏ ସକାଳ ୮ଟାକୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ମେ ୩ରେ ପ୍ରଥମ ମାତୃଭାଷା ଓଡିଆ ପରୀକ୍ଷା ହେବ । ୫ରେ…

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ସୋମବାର ଓଡ଼ିଶା ବିଜେପି ସାଂସଦଙ୍କ ସହ ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଐତିହ୍ୟ ପ୍ରସ୍ତାବିତ ଉପନିୟମ(ବାଇ-ଲ)କୁ ସ୍ଥଗିତ ରଖିବା ନେଇ ଆଲୋଚନା କରିବା ପରେ ଏହାକୁ ସଙ୍ଗେସଙ୍ଗେ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପ୍ଲାଜମା ଦାନରେ ୧୦୦୦ ସଂଖ୍ୟା ଅତିକ୍ରମ କଲା ଓଡିଶା ପୋଲିସ

ଭୁବନେଶ୍ୱର: ଓଡିଶା ପୋଲିସର ୧୦୦୦ରୁ ଉର୍ଦ୍ଧ କରୋନା ଯୋଦ୍ଧା କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ଓଡିଶା ପୋଲିସ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ । ରାଜ୍ୟ ପୋଲିସର ଜନସେବା କ୍ଷେତ୍ରରେ ନିଃସ୍ୱାର୍ଥପରତା, ଆନ୍ତରିକତ ଓ ସମର୍ପଣ ଭାବର ଏହା ଆଉ…

ଇଂଲଣ୍ଡ-ଭାରତ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩୯/୧ , ବିଜୟ ପାଇଁ ଦରକାର ଆଉ ୩୮୧ ରନ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଥିଲା । ୪୨୦ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୩୯ ରନ କରିଛି।…
ବ୍ରେକିଂ