Daily Archives

February 9, 2021

ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ସମ୍ମାନଜନକ ଆର୍ନ୍ତଜାତିକ ପୁରସ୍କାର

ଭୁବନେଶ୍ୱର: ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଲାଗି ଆର୍ନ୍ତଜାତୀୟ ପୁରସ୍କାର ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା ଆର୍ନ୍ତଜାତିକ ତାଲିକାର ପ୍ରଥମ ୧୫ଟି ସ୍ଥାନରେ ଥିବାବେଳେ ପରବର୍ତ୍ତୀ…

କଟକ ମହାନଗରରୁ ଆଉ ୪ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଓ ଅନ୍ୟ ତିନି ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୭୫ରେ…

ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ମିଲିଲା ୩୪୦ କୋଟି ୩୬ ଲକ୍ଷ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପୁଣି ୩୪୦ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ର୍ପୂବରୁ ଏହି ପ୍ରକଳ୍ପ ପାଇଁ ୧୧୩୮କୋଟି ଟଙ୍କା ଅନୁମୋଦନ ହୋଇଥିଲା । ଫଳରେ ଏହି ପ୍ରକଳ୍ପର ଅନୁଦାନ ୧୫ ଶହ କୋଟିରେ ପହଂଚିଛି ।…

ମଙ୍ଗଳବାର ରାଜ୍ୟରୁ ସୁସ୍ଥ ହେଲେ ୧୦୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ କରି ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେହିପରି ଖୋର୍ଦ୍ଧାରୁ ୧୨,…

୭ ଦିନିଆ ରିମାଣ୍ଡରେ ଗଲା ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ…

ବଲାଙ୍ଗୀର: ଶାନ୍ତିପୁର ଡକାୟତି ଘଟଣାର ପର୍ଦ୍ଦାଫାସ, ପୁଣି ୮ ଡକାୟତକୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁରରେ ହୋଇଥିବା ବଡ ଧରଣର ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ପର୍ଦାଫାସ କରିଛି । ପୂର୍ବରୁ ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ  ଗତକାଲି ପୁଣି ୮ଜଣଙ୍କୁ…

ଏବର୍ଷ ପଡୁନାହିଁ ନାଗାର୍ଜୁନ ବେଶ: ଶ୍ରୀମନ୍ଦିର ନୀତି ପ୍ରଶାସକ

 ପୁରୀ: ଚଳିତ ବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନଗାର୍ଜୁନ ବେଶ। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ। ମୁକ୍ତି ମଣ୍ଡପ ସଦସ୍ୟ ଓ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ, ଚଳିତବର୍ଷ ନଭେମ୍ବର ମାସରେ ନଗାର୍ଜୁନ ବେଶ…

ବିସ୍ତାର ହେଲା ନୀତିଶଙ୍କ କ୍ୟାବିନେଟ୍: ଶପଥ ନେଲେ ୧୭ ମନ୍ତ୍ରୀ

ପାଟନା: କ୍ୟାବିନେଟ ବିସ୍ତାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିଛନ୍ତି ନିତୀଶ । ଆଜି ବିହାର ସରକାରଙ୍କ ମନ୍ତ୍ରୀ ଶପଥ ନେଇଛନ୍ତି। ଏ ନେଇ ପାଟନାସ୍ଥିତ ରାଜଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ। ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ…

ଏବର୍ଷ ହେବନି ଖଣ୍ଡଗିରି ମେଳା: ବିଏମସି

ଭୁବନେଶ୍ୱର: ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କେବଳ ପରମ୍ପରାକୁ ବଜାୟ ରଖିବାକୁ ଏହି ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି…
ବ୍ରେକିଂ