Daily Archives

February 10, 2021

ଭୁବନେଶ୍ୱର ମହାନଗରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ  ଆକ୍ରାନ୍ତମାନେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି  । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର…

ପାଣ୍ଡବ ବଖରା ପାହାଡ଼ ଜଙ୍ଗଲରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ବୃକ୍ଷ

ବାଙ୍କୀ: ଜଙ୍ଗଲରେ ଅଗ୍ନିକାଣ୍ଡ । ବାଙ୍କୀ ଡମପଡା ବ୍ଲକ ପାଥପୁର ପଞ୍ଚାୟତ ଅମରେନ୍ଦ୍ରପୁର ଠାରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପାଣ୍ଡବ ବଖରା ପାହାଡ଼ସ୍ଥ ଜଙ୍ଗଲ ରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଜଙ୍ଗଲର ବହୁ ଅଞ୍ଚଳ ପୋଡି ଛାରଖାର ହୋଇଯାଇଛି । ଏଥିରେ ବହୁ ମୂଲ୍ୟବାନ ବୃକ୍ଷ ତଥା…

ଛାତରୁ ପଡି ଯୁବକ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର: ଛାତରୁ ପଡି ଯୁବକ ମୃତ । ଆଜି ସଂଧ୍ୟାରେ ବଲାଙ୍ଗୀର ଗାନ୍ଧୀନଗରପଡାଠାରେ ଦୁଇମହଲା ନିର୍ମାଣାଧିନ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ନାମ ଯଶୋବନ୍ତ ଚିରଗୁନ(୨୨) ବୋଲି ଜଣାପଡିଛି । ଯଶୋବନ୍ତ ଛାତରୁ ପଡିଗଲା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ…

କୋହଳ ହେଲା ଜଗା ଦର୍ଶନ, ଏଣିକି ସବୁଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: କୋହଳ ହେଲା ଜଗା ଦର୍ଶନ । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରିବା ପାଇଁ ବନ୍ଦ ରଖାଯାଉଥିଲା । ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ଭକ୍ତଙ୍କ ପାଇଁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୩ ହଜାର ୨୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । Another 81 Covid patients have…

ନିମାପଡାର ଭାଣପୁର ହାଇସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର: ବିଦ୍ୟାଳୟରେ କୋଭିଡ୍‌-୧୯ ମାର୍ଗଦର୍ଶିକା ସଠିକ୍‌ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ନିମାପଡାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟରେ କୋଭିଡ-୧୯…

ବଢ଼ିଲା ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ବଢିଲା ଫର୍ମ ପୂରଣ ଅବଧି । ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧିକୁ ୨ଦିନ ବୃଦ୍ଧି କରାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି  ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାଇଁ ୧୨ ତାରିଖ ମଧ୍ୟରାତ୍ର ଯାଏ ଫର୍ମ ପୂରଣ ଅବଧିକୁ ବଢ଼ା ଯାଇଛି।…

ସରକାରଙ୍କ ନିର୍ଦେଶ କ୍ରମେ ୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର

ନୂଆଦିଲ୍ଲୀ: ୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର। ହଟିଲା ଆପତ୍ତିଜନକ ହାସ ଟ୍ୟାଗ୍। କେତେକ ଆକାଉଣ୍ଟରୁ କରାଯାଉଥିବା ବିବାଦୀୟ ପୋଷ୍ଟ ନେଇ ଭାରତ ସରକାର ଟୁଇଟରକୁ ଜବାବ ମାଗିଥିଲେ । ଯାହା ଉତ୍ତରରେ ୫୦୦ ଆକାଉଣ୍ଟ ବନ୍ଦ କରିବା ସହ ବିବାଦ ସୃଷ୍ଟିକାରୀ ହାସ ଟ୍ୟାଗ୍ ହଟାଇ ଦିଆଯାଇଥିବା…

ମାଈ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଘୁଷୁରିଗୁଡ଼ି ଜଙ୍ଗଲ ଭିତରେ ହାତୀଟିର ମୃତଦେହ ଠାବ ହୋଇଛି । ସେପଟେ  ଖବର ପାଇ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସୂଚନା ମୁତାବକ, କର୍ଲାପାଟ ଅଭୟାରଣ୍ୟ…

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଏହା ଦ୍ୱାରା ରୋଗୀଙ୍କ ବହୁ ସମସ୍ୟା ଘରେ ବସି…
ବ୍ରେକିଂ