ଶଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ
ଖୋର୍ଦ୍ଧା: ଶଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ । ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେଓ୍ବାନ ସାହିରେ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ…