ବିଶାଖାପାଟଣା ଅରାଖୁ ଘାଟିରେ ବସ୍ ଦୁର୍ଘଟଣାରେ ୮ ମୃତ
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ମର୍ମନ୍ଦୁଦ ବସ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ପର୍ଯ୍ୟଟକ ବସ୍ ଘାଟି ତଳକୁ ଖସିପଡିଛି । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କିଛି ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୋଲିସ…