ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ, ଥାନାରେ ଏତଲା
ପୁରୀ: ପୁଣି ସୋସିଆଲ ମିଡ଼ିଆରେ ଭାଇରଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ। ଶ୍ରୀମନ୍ଦିର ଇନଷ୍ଟାଗ୍ରାମରେ ସାଲିନି ଫସୀ ଓ ଇଣ୍ଡିଆନ ଟେମ୍ପଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରଲ ହୋଇଛି। ଦକ୍ଷିଣ ଦ୍ୱାର ପଟୁ ଏହି ଫଟଚିତ୍ର ଉତ୍ତୋଳନ କରାଯାଇଥିବା ଜଣାପଡୁଛି । ବାରମ୍ବାର…