ଆସନ୍ତାକାଲି ୨ଟା ଯାଏଁ ଗଡିବନି ‘ମୋ ବସ୍’
ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ 'ମୋ ବସ୍' ସେବା । କାଲି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ପରଠାରୁ ସ୍ୱାଭାବିକ ଭାବେ ମୋ ବସ୍ ଚଳାଚଳ କରିବ । 📢 NOTICE- In view of 7 hrs #OdishaBandh on 15.02.21…