ଦିଶା ରବିଙ୍କ ଗିରଫ ଘଟଣା: ପ୍ରେସମିଟରେ ପର୍ଦ୍ଦାଫାସ କଲା ପୋଲିସ
ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ପରିବେଶବିତ୍ ଦିଶା ରବିଙ୍କ ଗିରଫ ଘଟଣାକୁ ନେଇ ଦିଲ୍ଲୀ ପୋଲିସର ସାମ୍ବାଦିକ ସମ୍ମିଳନୀ । ଦେଶକୁ ବଦନାମ କରିବାକୁ ପ୍ରସ୍ତୁତ ହୋଇଥିଲା ବିଦ୍ଧିବଦ୍ଧ ଯୋଜନା । ଜାନୁୟାରୀ ୨୬ ପୂର୍ବରୁ ଜୁମ୍ ମିଟିଂରେ ପ୍ରସ୍ତୁତ ହୋଇଥିଲା ଟୁଲକିଟ୍ । ଦିଶା ରବି ଓ ତାଙ୍କର…