Daily Archives

February 15, 2021

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ନମନ ଓଝା

ଇନ୍ଦୋର: ଅବସର ନେଲେ ନମନ୍ । ଭାରତର ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ନମନ୍ ଓଝା କ୍ରିକେଟର ସବୁ ଫର୍ମାଟରୁ  ଅବସର ନେଇଛନ୍ତି । ନମନ ଇନ୍ଦୋରର ଏମପିସିଏ ଗ୍ରାଉଣ୍ଡରେ ଅବସର ନେଇ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଗତ କିଛି ଦିନ ହେବ ସେ ପିଠି ଯନ୍ତ୍ରଣା…

ନେତାଜୀ ଟର୍ମିନାଲ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ: କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ହାଇକୋର୍ଟ କହିଛନ୍ତି ବସ ଟର୍ମିନାଲ ନିର୍ମାଣ ରାଜ୍ୟ ସରକାରଙ୍କର ନୀତିଗତ ନିଷ୍ପତ୍ତି। ତେଣୁ ଏହା ଉପରେ ହସ୍ତକ୍ଷେପ…

ମହିଳାଙ୍କ ମୁଣ୍ଡ କାଟ ଘଟଣା: ସରିଲା ୩ ଦିନିଆ ରିମାଣ୍ଡ ଅବଧି, ଜେଲ ଗଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ କଟା ମୁଣ୍ଡ ଘଟଣା  । ସରିଲା ୩ ଦିନିଆ ରିମାଣ୍ଡ ଅବଧି ।  ଜେଲ ଗଲେ ଦୁଇ ଅଭିଯୁକ୍ତ ।  ରିମାଣ୍ଡରେ ଅବଧିରେ ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରି ତଥ୍ୟ ଓ ପ୍ରାମଣ ଯୋଗାଡ କରିଛି ପୋଲିସ । କାରଣ ଏହି ହତ୍ୟା ମାମଲାରେ କେହି ପ୍ରତ୍ୟକ୍ଷ…

ଫେବୃଆରୀ ୧୭ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ମଧ୍ୟାନ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ସୂଚନାଯୋଗ୍ୟ,ଏନଟିଏଲଏଫର ୨୯ତମ ଅଧିବେଶନ ୧୭ ରୁ ୧୯ଫେବୃଆରୀ ୨୦୨୧ ମଧ୍ୟରେ ଆୟୋଜିତ…

ଫେସବୁକରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ବାଙ୍କୀ: ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୁବକ । ଡମପଡା ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ଜୈନକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଗଞ୍ଜାମ ପୁରୁଷୋତ୍ତମପୁର ଯୁବକ କୃଷ୍ଣ ଚନ୍ଦ୍ର ନାଥଙ୍କୁ ବାଙ୍କୀ ଗୋପାଳପୁର ଠାରୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି। ସୂଚନାଯୋଗ୍ୟ କୃଷ୍ଣ…

ଦ୍ୱିତୀୟ ଟେଷ୍ଟ; ଭାରତର ଦମଦାର ପ୍ରଦର୍ଶନ, ବିଜୟ ଠାରୁ ୭ ୱିକେଟ ଦୂରରେ ଦଳ

ଚେନ୍ନାଇ: ଚେନ୍ନାଇରେ ଦମଦାର ପ୍ରଦର୍ଶନ କରିଛି ଭାରତ ।  ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ୭ ୱିକେଟ ଦରକାର ।  ଅପରପକ୍ଷେ ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ୪୨୯ ରନ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ତିନି ୱିକେଟ ହରାଇ ଇଂଲଣ୍ଡ ୫୩ ରନ ସ୍କୋର…

ପରଲୋକରେ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

ଭୁବନେଶ୍ୱର: ଅବସରପ୍ରାପ୍ତ ଓଡିଆ ସେନା ଅଧିକାରୀ ମେଜର ଜେନେରାଲ ବି.କେ. ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଘରେ ତାଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ…

ଭୁବନେଶ୍ୱର ମହାନଗରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତମାନେ  ପୂର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି  । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ…

ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା, କହିଲେ ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ

ଭୁବନେଶ୍ୱର: ନିଖୋଜ ପୋଷ୍ଟର ନେଇ ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଅପରାଜିତା କହିଛନ୍ତି ଯେ, ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ଯେଉଁମାନେ ପୋଷ୍ଟର ଲଗାଇଛନ୍ତି ସେମାନେ…

ଓଲଟିଲା ପିକଅପ୍ ଭ୍ୟାନ୍: ୨ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆପଡା: ବାହାଘର ପରେ କନ୍ୟା ଛାଡି ଯାଉଥିବାବେଳେ ଅଘଟଣ । ନୂଆପଡା ଜିଲ୍ଲା କୋମନା କ୍ରିଷ୍ଣା ଛକରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ବିଲେଇଅଞ୍ଜର…
ବ୍ରେକିଂ