Daily Archives

February 17, 2021

ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର, 4 ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିପଡିବା ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ପୁରୁଷ, ଜଣେ ଦେଢ଼ ବର୍ଷର ନାବାଳିକା…

ଆସନ୍ତା 5 ବର୍ଷରେ ତୈଳ ଓ ଗ୍ୟାସ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସାଢ଼େ 7 ଲକ୍ଷ କୋଟି ଖର୍ଚ୍ଚ ହେବ :…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ…

ଭୁବନେଶ୍ୱର ମହାନଗରରୁ 2 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ 24 ଘଣ୍ଟା ମଧ୍ଯରେ ଭୁବନେଶ୍ୱର ମହାନଗରରୁ 2 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ଦ୍ୱୟ ସ୍ଥାନୀୟ ଆକ୍ରାନ୍ତ ଥିବା ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ ମୋଟ…

ବୁଧବାର ରାଜ୍ଯରୁ ସୁସ୍ଥ ହେଲେ 88 କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁଧବାର ରାଜ୍ଯରୁ 88 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 21 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଯାଜପୁରରୁ 7, ବାଲେଶ୍ୱର,…

ଛତିଶଗଡ଼ କ୍ୟାବିନେଟ ମନ୍ତ୍ରୀଙ୍କ ପଡିଆ ଗସ୍ତ

ପଡିଆ : ମାଲକାନାଗିରି ସୀମାନ୍ତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଲାଖମା କବାସୀ ଆଜି ପଡିଆ ବ୍ଲକ୍ ଅନ୍ତର୍ଗତ ତେଗଡାପଲ୍ଲୀ ଗ୍ରାମକୁ ଗସ୍ତ କରିଛନ୍ତି। ଆଜି ତେଗଡାପଲ୍ଲୀ ଗ୍ରାମରେ କୋୟା ସମୁଦାୟଙ୍କ ମୁଖ୍ୟ ପୂଜକ ଭାବେ ପରିଚିତ ରଙ୍ଗନାଥ ମାଡ଼ିଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେଉଥିବା ବେଳେ…

କଳିଙ୍ଗ ଷ୍ଟୁଡିଓ ପାଇବ ନୂଆ ରୂପ, ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ପାଇବ ନୂଆ ରୂପ । ଏଠାରେ ପ୍ରତିଷ୍ଠା ହେବ 'ଷ୍ଟେଟ ଅଫ୍ ଦି ଆର୍ଟ' ଆଧୁନିକ ସିନେମା ଷ୍ଟୁଡିଓ । ବୁଧବାର ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ପୁନଃର୍ବିନ୍ୟାସ ଯୋଜନା…

ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ । ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି ଆଜି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମଞ୍ଚେଶ୍ୱରର ଥାନାରେ ତାଙ୍କ ଅଭିଯୋଗ ଶୁଣୁ ନଥିବା ପ୍ରତିବାଦରେ ସେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି  । ତେବେ ଘଟଣାସ୍ଥଳରେ…

ମା ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ୱର  : କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ ।  ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର।ପ୍ରତିଦିନ  ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ ଗୁରୁତ୍ବପୂର୍ଣ୍ଣ…

ଡାକ୍ତରଙ୍କଠାରୁ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲେ ସାଇବର ଠକ

କଟକ : କଟକ ଜିଲ୍ଲାରେ ବଡ ଧରଣର ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ବିଏସଏନଏଲ ଟେଲିଫୋନ ନମ୍ବର ଇନାକ୍ଟିଭ ହେବ କହି ଠକିଦେଲେ ସାଇବର ଠକ । ମୋବାଇଲ ସିମ୍ ଆକ୍ଟିଭ୍ କରିବା ବାହାନାରେ ଆକାଉଣ୍ଟରୁ ପ୍ରାୟ  ୭୮ ଲକ୍ଷ ଟଙ୍କା ଗାୟବ କରିଦେଲେ । କଟକର ଏନଟିପିସିରୁ ଅବସର…

କିଶୋର ନ୍ୟାୟ ଆଇନ, ୨୦୧୫ ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହାଫଳରେ ଶିଶୁଙ୍କ…
ବ୍ରେକିଂ