ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କୁ ସଫଳତା
ପଟିଆଲା: ଦୂତୀ ଚାନ୍ଦଙ୍କୁ ସଫଳତା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ, ପଟିଆଲାରେ ଖେଳା ଯାଉଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସଫଳତା । ପ୍ରତିଯୋଗିତା ଆରମ୍ଭ ଦିନରେ ଦୂତୀ ୧୦୦ ମିଟର ରେସରେ ଜିତିଛନ୍ତି । <> Congratulate…