ରାଜଧାନୀରୁ ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୧୨
ଭୁବନେଶ୍ୱର: ରାଜଧାନୀରୁ ଧିରେ ଧିରେ କମୁଛି କରୋନା କାୟା। ଆଜି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ ଯୋଗ ସୂଚନା ଦିଆଯାଇଛି। <> Update on newly detected #COVID19 cases in the…