Daily Archives

February 20, 2021

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭ୍ରମଣକାରୀ ଇଂଲଣ୍ଡ ଏବଂ ଘରୋଇ ଭାରତ ମଧ୍ୟରେ ଆରମ୍ଭ ହେବ ଟ୍ୱେଣ୍ଟି ଟ୍ୱେଣ୍ଟି ଟକ୍କର । ପ୍ରଥମ ଥର ପାଇଁ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ୍ କିଶାନ୍‌ଙ୍କୁ ସୁଯୋଗ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିଠି। ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ବିରୋଧୀଦଳ ନେତା ଚିଠି ଲେଖି ଆପତ୍ତି ଜଣାଇଛନ୍ତି। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିଥିବା ସେ ଚିଠିରେ…

ଧାନ ବିକ୍ରି ଦାବୀରେ ଚାଷୀଙ୍କ ଦେବଗଡ଼-ରେଢାଖୋଲ ରାସ୍ତା ଅବରୋଧ

ଦେବଗଡ଼/ରିଆମାଳ : ରାଜ ରାସ୍ତା ରାସ୍ତାରେ ଅନ୍ନଦାତା।  ଧାନ ବିକ୍ରୟ ଦାବୀରେ ଶନିବାର ବହୁ ଚାଷୀ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଉପରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତାରୋକ କରିଥିଲେ। ସୂଚନାନୁସାରେ ଚାଷୀମାନେ ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ଗ୍ରାମ ଦେଇ  ଯାଇଥିବା…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ୬୪ ଯାତ୍ରୀ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହୋଇଛି। ୬୪ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।…

ଲଦାଖରେ ଓଡିଆ ପୁଅ ସହିଦ,କାଲି ପହଞ୍ଚିବ ପାର୍ଥିବ ଶରୀର

ଯାଯାପୁର: ଲଦାଖରେ ଓଡିଆ ପୁଅ ସହିଦ । ଯାଜପୁର ଜିଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ସ୍ୱର୍ଗତ ଯଦୁନାଥ ନାୟକ ଙ୍କ ପୁଅ ଶଶାଙ୍କଶେଖର(୨୮) ବୋଲି ଜଣାପଡିଛି । ଶଶାଙ୍କ ଭାରତୀୟ ସୀମାରେ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ଥିଲେ । ଗତ କାଲି ବିଳମ୍ବିତ ରାତିରେ ସେନା ବିଭାଗ ପକ୍ଷରୁ…

ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ…

ଲାଲ କିଲ୍ଲା ହିଂସା : ଆଉ ୨୦ ଜଣ ଉପଦ୍ରବକାରୀଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡକୁ ନେଇ ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ । ଲାଲ କିଲ୍ଲାରେ ହୋଇଥିବା ଉପଦ୍ରବକୁ ନେଇ ଆକ୍ସନମୋଡ୍ରେ ଦିଲ୍ଲୀ ପୋଲିସ । ପୁଣି ଥରେ ଉପଦ୍ରବକାରୀଙ୍କ ଫଟୋ ଜାରି କରିଛି କରିଛି ପୋଲିସ । ଦିଲ୍ଲୀ ହିଂସାକାଣ୍ଡରେ…

ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧: ରାଜ୍ୟରେ କମିଲା ମୁଣ୍ଡପିଛା ଆୟ

ଭୁବନେଶ୍ୱର : ବଜେଟ ପୂର୍ବରୁ ଆଜି ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋଟ । ତେବେ ଗତ ବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାର ଜଣା ଯାଇଛି । ୨୦୧୧-୧୨ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୪୮,୪୯୯ ଟଙ୍କା । ୨୦୧୯-୨୦ରେ ମୁଣ୍ଡପିଛା ଆୟ ବଢି ୧,୦୪,୫୬୬ରେ ପହଞ୍ଚିଥିଲା । ତେବେ…

ଓସକା ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଜାପାନର ନାଓମି ଓସକା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ୨୩ ବର୍ଷୀୟା ଓସକା ୬-୪, ୬-୩ ସିଧାସଳଖ ସେଟରେ ଆମେରିକାର ଜେନିଫର ବ୍ରେଡିଙ୍କୁ ପରାସ୍ତ କରିଥିଲେ । ୨୦୧୮ରେ ମଧ୍ୟ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ।…

ରବିବାର ୟୁରୋପ ଗସ୍ତରେ ଯିବ ଭାରତୀୟ ହକି ଟିମ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲା । ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି । ଫେବୃୟାରୀ ୨୧ ଅର୍ଥାତ ଆସନ୍ତାକାଲି ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ । ୧୭ ଦିନିଆ ଏହି…
ବ୍ରେକିଂ