Daily Archives

February 22, 2021

ଅଯୋଧ୍ୟା ବିମାନବନ୍ଦର ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ: ୟୁପି ସରକାର

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର । ଅଯୋଧ୍ୟାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ ନେଇ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ବିମାନବନ୍ଦରର ନାମ 'ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ…

ଆଜି ରାଜ୍ୟରୁ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ସୁସ୍ଥ ହେଲେ କରୋନା ଆକ୍ରାନ୍ତ ।  ଆଜି ଓଡିଶାରୁ ଆଉ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯେଗେ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮,…

କେନ୍ଦୁଝର: ଭିଜଲାନ୍ସ ଜାଲରେ ଟାଉନ ପ୍ଲାନିଂ ଅଫିସର୍

କେନ୍ଦୁଝର: ଫସିଲେ ଟାଉନ୍ ପ୍ଲାନିଂ ଅଫିସର୍ ।  କେନ୍ଦୁଝର ଜିଲ୍ଲାର ଟାଉନ ପ୍ଲାନିଂ ଅଫିସର୍ ଭିଜଲାନ୍ସ ଜାଲରେ ପଡିଛନ୍ତି । ଟାଉନ ପ୍ଲାନିଂ ଅଫିସର୍ ନିମାଇଁ ଚରଣ ସାହୁଙ୍କୁ ଭିଜଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି   । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ସେ…

ରାଜକନିକାରେ ୫ ହାଇୱେ ଲୁଟେରା ଗିରଫ

ରାଜକନିକା: ଗିରଫ ହେଲେ ହାଇୱେ ଲୁଟେରା । ରାଜକନିକା ଅଞ୍ଚଳରେ କେନ୍ଦ୍ରାପଡା ଆଳି ଓ ରାଜକନିକା ପୋଲିସ ବିଭିନ୍ନ ଜାଗାରେ ଚଡାଉ କରି ପାଞ୍ଚଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି । ତେବେ ଗତ ୧୭ ତାରିଖ ଦିନ ରାତିରେ ଗଞ୍ଜା ଘାଟ ନିକଟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ସେକ ମୁନା ନାମକ ଜଣେ ଟ୍ରକ…

ବାଲେଶ୍ୱର: ୨୫ଲିଟର ଦେଶିମଦ ଜବତ୍, ୩ ଗିରଫ

ବାଲେଶ୍ୱର: ଜବତ୍ ହେଲା୨୫ଲିଟର ଦେଶିମଦ। ଆଜି ବସ୍ତା ଅବକାରୀ ବିଭାଗ ତରଫରୁ ବସ୍ତା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢଉ କରି ୨୫ଲିଟର ଦେଶି ମଦ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ  ବସ୍ତା ଥାନା ଅନ୍ତର୍ଗତ ପାରିବିଲ୍ଲା ଗ୍ରାମର ସବିତା ମାଝୀ(୩୫),ନଳବାହାର ଅଞ୍ଚଳର…

ପ୍ରେମିକ ଧୋକା ଦେବାରୁ ପ୍ରେମିକାର ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର: ଆତ୍ମହତ୍ୟା କଲା ପ୍ରେମିକା । ପ୍ରେମିକ ଧୋକା ଦେବାରୁ ପ୍ରେମିକା ଆତ୍ମହତ୍ୟା କରିଥିବା ନେଇ ପ୍ରେମିକାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ପଞ୍ଚାୟତ ଅନ୍ତର୍ଗତ ତୁଟ ଗ୍ରାମରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି । ମିଳିଥିବା…

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍

ଭୁବନେଶ୍ୱର:  ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଏଥି ମଧ୍ୟରେ ରହିଛି ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, ଯୋଜନା ବ୍ୟୟ ବାବଦରେ ୭୫ ହଜାର ଟଙ୍କା କୋଟି, ବିପର୍ଯ୍ୟୟ ପରିଚାଳନା ବାବଦରେ…

ଭୁବନେଶ୍ୱର ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ଦ୍ୱୟ ସ୍ଥାନୀୟ ଆକ୍ରାନ୍ତ ଥିବା ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ, ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ ମୋଟ…

ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଶିକ୍ଷକଙ୍କୁ 5T ଛାଟ । କାର୍ଯ୍ୟରେ ଅବହେଳା ଓ ଦୁର୍ନୀତି ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର । ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ…

ଇଟାଭାଟି ଗାଡ଼ିଆରେ ପଡ଼ି ୪ବର୍ଷର ଶିଶୁ ପୁତ୍ର ମୃତ

ରାଇରଙ୍ଗପୁର: ଇଟାଭାଟି ଗାଡ଼ିଆରେ ଆଖି ବୁଜିଲା ୪ବର୍ଷର ଶିଶୁ ପୁତ୍ର । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ତେଣ୍ଡରା ପଞ୍ଚାୟତ ଅନ୍ତର୍ଗତ ସାଗଯୋଡି ଗ୍ରାମର ୪ବର୍ଷର ଶିଶୁ ଇଟାଭାଟି ଗାଡ଼ିଆରେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ସାଗଯୋଡି ଗ୍ରାମର…
ବ୍ରେକିଂ