Daily Archives

February 22, 2021

ପରୀ ହତ୍ୟା ମାମଲା: ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଲେ

ଭୁବନେଶ୍ୱର: ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ ।  ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ସତ୍ୟପାଠ ଦାଖଲ‍ ପାଇଁ ରାଜ୍ୟ ସରକାରଙ୍କୁ  ସୁପ୍ରିମକୋର୍ଟ ମହଲତ ଦେଇଛନ୍ତି । ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମା' ସୌଦାମିନୀ…

ଓଡିଶା ବଜେଟ ୨୦୨୧-୨୨ରେ କୃଷି ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ବର୍ଷର ଓଡିଶା ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଇ-ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷିର ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଇଛି।  କାଳିଆ ଯୋଜନା ପାଇଁ ୧୮ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିହନ ଓ ସାର ପାଇଁ…

ହୋଟେଲ ରୁମ ଭିତରୁ ସାଂସଦଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ଏହାକୁ ଆତ୍ମହତ୍ୟା…

ରାଜଧାନୀରେ ଶିକ୍ଷକଙ୍କୁ କରୋନା : ସତର୍କ ରହିବାକୁ ବିଏମସି କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ସତର୍କ ରୁହ, ସଚେତନ ରୁହ । ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏପରି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ…

ତୈଳଦର ବୃଦ୍ଧିର ମୁଦ୍ରାସ୍ଫୀତି ପ୍ରଭାବ

ପେଟ୍ରୋଲ ଦର ଲିଟର ପ୍ରତି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୧୦୦ ଟଙ୍କାରେ ପହଞ୍ଚି ଥିବାରୁ ତାହା  ଗୁରୁତ୍ବପୂର୍ଣ୍ଣ ମନୋବୈଜ୍ଞାନିକ ବାଧା ଅତିକ୍ରମ କରିଛି ବୋଲି ପ୍ରକାଶ ପାଇଛି। ଦେଶରେ  ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଥିବାରୁ ସ୍ବାଭାବିକ ଭାବେ  ଅସନ୍ତୋଷ  ସୃଷ୍ଟି ହୋଇଛି। ବିଶ୍ବସ୍ତରରେ…

ପରିସ୍ଥିତି ବିଗିଡିଲେ ପୁଣିଥରେ ଲକଡାଉନ୍ ହୋଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସରକାର ପରିସ୍ଥିତି ଉପରେ କଡା ନଜର…

ସଭାରେ ପୋଲିସ କମିଶନର ବିନା ମାସ୍କରେ

ଭୁବନେଶ୍ୱର: କୋଭିଡ ଗାଇଡଲାଇନର ବଡ଼ ନିୟମ ହେଉଛି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିଶେଷକରି ସର୍ବସାଧାରଣ ସ୍ଥଳରେ, କାର୍ଯ୍ୟାଳୟରେ ଓ ସଭା-ସମିତି ଅବା ଯେକୌଣସି କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବାକୁ ସମସ୍ତେ ବାଧ୍ୟ। ଏଥିରେ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ କ୍ଷମତା…

ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶୀ ଦିଆଯାଉ: ପୀଡିତା ଅଞ୍ଜନା ମିଶ୍ର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପଛରେ…

ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିଲା, ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଇସ୍ତଫା ଦେଲେ

ପୁଡୁଚେରୀ: ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ସୋମବାର ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ପାରି ନାହାନ୍ତି। ସରକାର ଭାଙ୍ଗିଥିବା ନେଇ ବାଚସ୍ପତି ଭିପି ଶିବକୋଲୁନ୍ଧୁ ସୂଚନା ଦେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା: ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ

ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…
ବ୍ରେକିଂ