Daily Archives

February 23, 2021

ଦିବ୍ୟାଙ୍ଗଙ୍କୁ ବିବାହ କଲେ ଅଢେଇ ଲକ୍ଷ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କୁ ବାହାହେଲେ ଅଢେଇ ଲକ୍ଷ । ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ । ଏନେଇ ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ଏ କ୍ଷେତ୍ରରେ ୫୦ ହଜାର…

ଆଜି ରାଜ୍ୟରୁ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ସୁସ୍ଥ ହେଲେ କରୋନା ଆକ୍ରାନ୍ତ ।  ଆଜି ଓଡିଶାରୁ ଆଉ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯେଗେ ସୂଚନା ଦେଇଛି । Another 77 Covid patients have recovered and are being discharged on…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ୱବିଦ୍ୟାଳୟର ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ…

ଶ୍ରମିକଙ୍କୁ ନେଉଥିବା ଟ୍ରାକ୍ଟର ଓଲଟିଲା: ୧ ମୃତ,୧୫ରୁ ଉର୍ଦ୍ଧ୍ୱ ଆହତ  

ପାତ୍ରପୁର: ଜରଡା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା  ବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଶ୍ରମିକ…

୭୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲାରେ ୭୨ କିଲୋ ଗଞ୍ଜେଇ ଜବତ କରାଯାଇଥିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱ ରେ ଅବକାରୀ…

କଟକ ମହାନଗରରୁ ୬ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତମାନେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୯୮ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ…

କରୋନା ପରବର୍ତ୍ତୀ ଆଶାର ବଜେଟ

ପରିସଂଖ୍ୟାନ ନିରାଶା ବା ଆଶ୍ୱସ୍ତି ସୃଷ୍ଟି କରିପାରେ । ସେହି ହିସାବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଥିବା କରୋନା ପରବର୍ତ୍ତୀ ବଜେଟରେ ଯେ, ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ସଂକୋଚନ ଜାତୀୟ ସ୍ତର ତୁଳନାରେ କମ ହୋଇଥିବା ଦାବି କରିବା ସହ  ଆଗାମୀ ଆର୍ଥିକ…

ପାଳଗଦାରୁ ହାଡକଙ୍କାଳ, ପଞ୍ଜରା ଓ ଚୁଡ଼ି ଉଦ୍ଧାର, ସାଇଣ୍ଟିଫିକ ଟିମ ଓ ପୋଲିସର ତଦନ୍ତ ଆରମ୍ଭ

ସଇଁତଲା: ଗତ ୬ ବର୍ଷ ତଳେ ବଲାଙ୍ଗୀର  ଜିଲ୍ଲା ସଇଁତଲା ଥାନା ବରଗାଁ ଠାରେ ଜଣେ ଯୁବତୀଙ୍କୁ ପେଟ୍ରୋଲରେ ପୋଡି ମାରିଦେଇଥିବାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ପୁଣି ସଇଁତଳା ଥାନା ନବୀନ ଛକ ଜାତୀୟ ରାଜପଥ କଡ଼ରୁ ୩ଶହ ମିଟର ଦୂରରେ ଥିବା ପାଳଗଦାରୁ ପୋଡା ଅବସ୍ଥାରେ ହାଡକଙ୍କାଳ…

ଭୁବନେଶ୍ୱର ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ୫

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ଦ୍ୱୟ କ୍ୱାରେଣ୍ଟିନରୁ ବୋଲି ଜଣାପଡିଛି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । Update on newly detected #COVID19 cases in the last…

ଭଦ୍ରକ: ହତ୍ୟା ଉଦ୍ୟମ ମାମଲାରେ ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ । ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଯୁକ୍ତ ଗବସାହି ହାଉସିଂ ବୋର୍ଡ କଲୋନୀର ହରେକୃଷ୍ଣ ସେଠିଙ୍କ ୨ ପୁଅ ସନ୍ତୋସ ସେଠି ଓ ମାନସ ସେଠିଙ୍କୁ ୩୦୭ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫…
ବ୍ରେକିଂ