ଲୁଟ ଅଭିଯୋଗରେ ପୂର୍ବତନ ବିଧାୟକ ଗିରଫ୍
ଫୁଲବାଣୀ: ଗିରଫ୍ ହେଲେ ପୂର୍ବତନ ବିଧାୟକ । ଲୁଟ ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି । ଏକ ଡକାୟତି ମାମଲାରେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ଆଜି ଟାଉନ…