ଛୁଆକୁ ମାଡ ମାରିବା ଅଭିଯୋଗରେ ମାଆ ଗିରଫ୍
ଭୁବନେଶ୍ୱର: ଗିରଫ୍ ହେଲେ ମାଆ । ଭୁବନେଶ୍ୱରରେ ଛୁଆକୁ ମାଡ ମାରିବା ଅଭିଯୋଗରେ ମାଆକୁ ସବକ୍ ଶିଖାଇଲା ପୋଲିସ । ଟ୍ୟୁସନ ନଯିବାରୁ ରାସ୍ତା ଉପରେ ଛୁଆକୁ ମାଆ ମାଡ ମାରୁଥିଲେ । ମାଡ ମାରୁଥିବା ଦୃଶ୍ୟକୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବା ସହ କମିଶନରେଟ…