ପ୍ରବାସୀଙ୍କ ଲାଗି କଟକଣା: ଓଡିଶା ଆସିଲେ ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା । ୧୧ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବା ମନା ।ବଢୁଥିବା ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରବାସୀଙ୍କ ଲାଗି ଏଭଳି କଟକଣା ଲାଗୁ କରିଛନ୍ତି । ସରକାର ପ୍ରବାସୀଙ୍କ ଲାଗି…