Daily Archives

February 27, 2021

ଶନିବାର ଓଡିଶାରୁ ୫୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର :  ଆଜି ଓଡିଶାରୁ ସୁସ୍ଥ ହୋଇଛନ୍ତି ଆଉ ୫୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

ପୁରୀ : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଦଳ ମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ ଜଣାଇଛନ୍ତି । ତେବେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ଯୋଜନା ସର୍ବସମ୍ମତିକ କ୍ରମେ ପାରିତ ହୋଇଥିବାରୁ…

ଘରୋଇ ହସ୍ପିଟାଲରେ କରୋନା ଟିକା ଡୋଜ୍ ପିଛା ଦର ୨୫୦ ଟଙ୍କା

ନୂଆଦିଲ୍ଲୀ:  ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ…

କାଲି ଶ୍ରୀହରିକୋଟାରୁ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହର ଉତକ୍ଷେପଣ, କାଉଣ୍ଟଡାଉନ ଆରମ୍ଭ

ବିଶାଖାପାଟନମ : ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା ରବିବାର ଭାରତୀୟ ସମୟ ୧୦ଟା ୨୪ରେ ଉତକ୍ଷେପଣ ହେବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟାଡାଉନ୍ । ମିଳିଥିବା ସୂଚନା…

ଆଜି ଘରେ ବନାନ୍ତୁ ଫିସ୍ ଟିକ୍କା ମସଲା

ରୋଷେଇ: ଭେଜରେ ପନୀର ଟିକ୍କା ଏବଂ ନନଭେଜରେ ଚିକେନ୍‌ ଟିକ୍କା ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଫିସ୍‌ ଟିକ୍କା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।  ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ ମାଛ (କଣ୍ଟା ନଥିବା…

ଆଜି ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧…

ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ୱର: ଓଡିଶାରେ କୋଭିଡ ସ୍ଥିତିରେ ଧିରେ ଧିରେ ସୁଧାର ଆସିଛି। ହେଲେ ପଡୋଶୀ ରାଜ୍ୟରେ ମହାମାରୀ କରୋନା କାୟା ପୁଣି ବିସ୍ତାର କରୁଥିବାରୁ ଓଡିଶା ସରକାର ଆଗୁଆ ସତର୍କତା ଅବଲମ୍ବନ ପାଇଁ ନିର୍ଦେଶ ଦେଇଛନତି। ଏହାରି ଭିତରେ ମାର୍ଚ୍ଚ ମାସ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ମହିଳା ଟି୨୦ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସମସ୍ତ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ ।   ଦକ୍ଷିଣ ଆଫ୍ରିକା ସହ ୫ ଦିନିକିଆର ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ ଭାରତ । ନିୟମନୁଯାୟୀ ସମସ୍ତ ଖେଳାଳିଙ୍କୁ ୫ ଦିନ…

ଅଟୋକୁ ବିଳାସପୂର୍ଣ୍ଣ ଘରରେ ପରିଣତ କଲେ ଯୁବକ: ଟୁଇଟ୍ କରି ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ନିଜ ଅଟୋକୁ ବିଳାସ ଘରରେ ପରିଣତ କଲେ ତାମିଲନାଡୁର ଅରୁଣ ପ୍ରଭାସ ନାମକ ଜଣେ ଯୁବକ। ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ  ବିଶିଳ୍ପ ଶିଳ୍ପପତି ତଥା ବ୍ୟବସାୟୀ ଭୁରି ଭୁରି ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ବୋଲେରୋ ପିକଅପରେ ଏଭଳି ଡିଜାଇନ କରିପାରିବେ କି ବୋଲି ପ୍ରଶ୍ନ…

ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତାଙ୍କ ତଥ୍ୟ ଚୋରି ପାଇଁ ଚେଷ୍ଟା, ଜାଣନ୍ତୁ କିଏ କରୁଛି ଏହି ଚକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ଓ ଋଷିଆ ହ୍ୟାକର୍ସ ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତା, ଉତ୍ପାଦନକାରୀ ଓ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଟେଲ୍ ଫାର୍ମର ରିପୋର୍ଟ ଅନୁସାରେ, ହ୍ୟାକର୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ପତଞ୍ଜଳି ଓ ଏମ୍ସରୁ ତଥ୍ୟ ଚୋରି ପାଇଁ ଉଦ୍ୟମ…
ବ୍ରେକିଂ