Monthly Archives

March 2021

ପାନ୍ ସହ ଆଧାର ଲିଙ୍କର ଅବଧି ଜୁନ୍ ୩୦କୁ ବୃଦ୍ଧି

ନୂଆଦିଲ୍ଲୀ: ଆଧାର-ପାନ ଲିଙ୍କ୍ ନେଇ ଲୋକଙ୍କୁ ବଡ ଆଶ୍ଵସ୍ତି। ପୁଣି ଥରେ ବଢିଲା ପାନ ନମ୍ବରକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତାରିଖ। ଏବେ ଆପଣ ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହ ପାନ୍ ଲିଙ୍କ୍ କରି ପାରିବେ। ଆୟକର ବିଭାଗ ଟ୍ଵିଟ୍ କରି ବୁଧବାର ଏହାର ସୂଚନା ଦେଇଛି।…

ଏନଟିପିସି ଅଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା: ତାଳଚେର୍ ଥର୍ମାଲ୍ ପ୍ଲାଣ୍ଟର ନୂଆ ୟୁନିଟ୍ ପ୍ରତିଷ୍ଠା ପାଇଁ…

 ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିଃର ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ମୁଖ୍ୟତଃ ତାଳଚେରଠାରେ…

ଭାଜପା ବିରୋଧୀଙ୍କୁ ମମତାଙ୍କ ଚିଠି

କୋଲକାତା : ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବାକୁ ଯାଉଥିବା ନିର୍ବାଚନୀ ଯୁଦ୍ଧ ଅବସରରେ ଭାଜପାର ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଏହି ଚିଠି କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ ପ୍ରମୁଖ ୧୦ ବିରୋଧୀ ଦଳର ନେତାଙ୍କୁ ବୁଧବାର…

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଗୁଜୁରାତି

ସ୍ୱାସ୍ଥ୍ୟଟିପ୍ସ: ଗୁଜୁରାତି ଏମିତି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ମହଜୁଦ୍ ଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ, ଏଥିରେ ଅନେକ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ଏଥିରେ କ୍ୟାଲସିୟମ୍‌,ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌,ଆଇରନ୍‌,ଫସଫରସ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ…

ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୩୩ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର: ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୩୩ ଲକ୍ଷ ଟଙ୍କା ଦାନ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି. ସୁରିବାବୁଙ୍କ ଠାରୁ ଏହି…

ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ

ଭୁହନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି। କିଛି ଦିନର ବ୍ୟବଧାନପରେ ଏବେ ଦୈନିକ ୨ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ କରୋନା ଗାଇଡଲାଇନ ଜାରି କରାଯାଇଛି। ଏନେଇ…

ବିଶ୍ଵର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ଵର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଗତକାଲି ବାରିପଦା ବିଶ୍ଵର ସର୍ବାଧିକ ତାପମାତ୍ରା ସହ ହଟ୍ ଜୋନ୍‌ରେ ପରିଣତ ହୋଇଥିବା ବେଳେ ଆଜି ତାତିରେ ରେକର୍ଡ ଭାଙ୍ଗିଛି ଭୁବନେଶ୍ଵର। ବୁଧବାର ରାଜଧାନୀରେ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…

ଏପ୍ରିଲ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

 ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ  ଏପ୍ରିଲ୍‌ ମାସ ପାଇଁ  ନୂଆ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡ୍‌ ଲାଇନ୍‌…

ବ୍ରେକପାଷ୍ଟରେ ପ୍ରସ୍ତୁତ କରନ୍ତୁ ଇଡଲୀ ଉପମା

ଆବଶ୍ୟକ ସାମଗ୍ରୀ ଇଡ୍ଲୀ, ଚିନି, ନଡିଆ ରସ, ଧନିଆ ପତ୍ର, ତେଲ, ବିରି ଡାଲି, କଂଚା ଲଙ୍କା, ହିଙ୍ଗୁ, ହଳଦୀ ପାଉଡର, କାଜୁ, ସୋରିଷ, ଜିରା, ଭ୍ରୁସଙ୍ଗ ପତ୍ର । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କାଜୁ ପକାଇ  ଫ୍ରାଏ…

ବନ୍ଧୁକ ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ, ୭ ଗିରଫ

କଟକ: କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା । ବନ୍ଧୁକ କାରବାର ଅଭିଯୋଗରେ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୭ ଜଣ ଗିରଫ । ଦୁଇ କିଙ୍ଗପିନ ହେଲେ ଟିଟୋ ସହଯୋଗୀ ବିଜୟ ନାୟକ ଓ ଜଗନ୍ନାଥ ଦାସ । କାଳିଆବୋଦା ମଠ ପଡ଼ିଆ ନିକଟରେ ବନ୍ଧୁକ କାରବାର ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି…
ବ୍ରେକିଂ