Daily Archives

March 3, 2021

କଟକ ମହାନଗରରୁ ୨ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ଦ୍ୱୟ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୪୧୭ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ…

ବୁଧବାର ଓଡିଶାରୁ ୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ସୁସ୍ଥ ହେଲେ କରୋନା ଆକ୍ରାନ୍ତ । ଆଜି ରାଜ୍ୟରୁ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୧, ବରଗଡ ୬,…

ଲୁଟ୍ କରି ୩ ହୋମଗାର୍ଡ ଗିରଫ୍

କଟକ: ଲୁଟ କରି ବନ୍ଧା ହେଲେ ୩ ହୋମଗାର୍ଡ । କଟକ ପୁରୀଘାଟ ଥାନା ପାଇଁ ଡ୍ୟୁଟି କରିବା ବେଳେ ଲୁଟ୍ ଅଭିଯୋଗରେ ୩ ହୋମଗାର୍ଡ ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟ ଏସସିବି ମାଡିକାଲ ଯାଉଥିଲେ । ଦୋଳମୁଣ୍ଡାଇ ଛକରେ ୩ ଜଣ…

ବେଦାନ୍ତ ସହ ମେଡିକାଲ କଲେଜ ଏମଓୟୁ ବାତିଲ୍

ଭୁବନେଶ୍ୱର: ବାତିଲ ହେଲା ମେଡିକାଲ କଲେଜ ଏମଓୟୁ ।  ମେଡିକାଲ କଲେଜ ନେଇ ବେଦାନ୍ତ ସହ ହୋଇଥିବା ଏମଓୟୁ ରାଜ୍ୟ ସରକାର ବାତିଲ କରିଛନ୍ତି । ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ ବିଳମ୍ବ ଯୋଗୁଁ ସରକାର ଏମଓୟୁ  ବାତିଲ କରିଛନ୍ତି । ସୂଚନାଯୋଗ୍ୟ, କଳାହାଣ୍ଡୀ ଜିଲ୍ଲା ଭବାନୀପାଟଣାରେ ଏକ ମେଡିକାଲ…

ଭୁବନେଶ୍ୱର ମହାନଗରରୁ ପୁଣି ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିହ୍ନଟ ହେଲେ ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗରରୁ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟିନରୁ ଓ ଅନ୍ୟ ୮ ଜଣ ସ୍ଥାନୀୟ  ଆକ୍ରାନ୍ତ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ…

ପଣବନ୍ଦୀ ଥିବା ଯୁବକ କୋଲକାତାରୁ ଉଦ୍ଧାର

ବାଲେଶ୍ୱର: ପଣବନ୍ଦୀ ଥିବା ସୋର କେଶପୁର ଗାଁର ଯୁବକ କୋଲକାତାରୁ ଉଦ୍ଧାର । କୋଲକାତା ପୋଲିସ ସହାୟତାରେ ସୋର ପୋଲିସ ଯୁବକଙ୍କୁ କୋଲକାତା ଚବିଶପ୍ରାଗଣାରୁ ଉଦ୍ଧାର କରିଥିବା ଜଣାପଡିଛି  । ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ କେଶପୁର ଗାଁର ତାପସ କୁମାର ମହାନ୍ତି ବାଙ୍ଗାଲୋରରେ କାମ…

ରାଜଭବନରେ ନାୟକ ସାର ସମ୍ବର୍ଦ୍ଧିତ

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସିତ ସିଲୁ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ । ସେନା ବାହିନୀରେ ସାମିଲ ଆଶାୟୀଙ୍କୁ ମାଗଣାରେ ତାଲିମ ଦେଉଥିବା ସିଲୁ ନାୟକଙ୍କୁ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବର୍ଦ୍ଧିତ କରିଛନ୍ତି ।…

ଦେବଗଡ଼: ଧାନ କିଣିବାକୁ ଦାବି କରି ଚାଷୀଙ୍କ ରାଜପଥ ଅବରୋଧ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ତାରଙ୍ଗ କୃଷି ସମବାୟ ସମିତି ରେ ଧାନ ବିକ୍ରି କରି ନପାରି ବହୁ ଚାଷୀଙ୍କ ଟୁକନ ଲେପସ ହୋଇ ଥିବା ପ୍ରତିବାଦରେ ଗତକାଲିଠୁ ବହୁ ଚାଷୀ ରାଜ୍ୟ ରାଜପଥ ୨୪ କୁ ଅବରୋଧ କରି ରଖିଛନ୍ତି । ଲେପସ ହୋଇଥିବା ଟୁକନକୁ କାର୍ଯ୍ୟକ୍ଷମ ସହ ଅଧିକ ଟାର୍ଗେଟ ଦେଇ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଝାରପଡା ଜେଲରେ ବିବନ ବିଶ୍ୱାଳର ଟିଆଇ ପରେଡ ଶେଷ

ଭୁବନେଶ୍ୱର: ଶେଷ ହେଲା ଟିଆଇ ପରେଡ । ଝାରପଡା ଜେଲରେ  ବୁହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଟିଆଇ ପରେଡ୍ ବିବନ ସମେତ ୧୦…
ବ୍ରେକିଂ