Monthly Archives

April 2021

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

 ଭୁବନେଶ୍ୱର: ରାଜ୍ୟରେ କମୁନି ତାତି । ଜାରୀ ରହିଛି ସୂର୍ଯ୍ୟଙ୍କ ପ୍ରକୋପ । ଲଗାତର କିଛି ଦିନ ଧରି ପାରଦ ଉପରମୁହାଁ ରହୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହରର ତାପମାତ୍ରା । ତେବେ ୪୨.୮ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ…

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋ ଚାଉଳ ମିଳିବ

ଭୁବନେଶ୍ୱର: କୋଭିଡ଼ର ଦ୍ୱିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ…

ଆଜି ଭୁବନେଶ୍ୱରରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ କୁ…

ଆଜି ଓଡିଶାରୁ ୫୦୧୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯୭ ଜଣ ସୁସ୍ଥ ହୋଇଛନ୍ତି। Another 5014 Covid patients have recovered and are being…

ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ପଞ୍ଜାବ କିଙ୍ଗସକୁ ଭେଟିଛୁ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ…

ଘରେ ପ୍ରସ୍ତୁତ କରନ୍ତୁ ପାଓ ଭାଜି

 ଆବଶ୍ୟକ ସାମଗ୍ରୀ ତେଲ - ୧/୨ ଚାମଚ ଭଲଭାବେ କଟା ହୋଇଥିବା ବଟର ଛୋଟ କଟା ପିଆଜ - ଗୋଟେ କପ୍ ଅଦା-ରସୁଣ ପେଷ୍ଟ୍ -ଗୋଟେ ଚାମଚ ବିଟ୍ - ୧/୨ କପ୍ କଟା ହୋଇଥିବା ଲଙ୍କା ଗୁଣ୍ଡ - ଗୋଟେ ଚାମଚ ପାଓ ଭାଜି ମସଲା - ଗୋଟେ ଚାମଚ ଟମାଟୋ ରସ - ୧/୨ କପ୍ ଧନିଆ ପତ୍ର…

ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

ଯାଜପୁର : ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି । ସହରାଞ୍ଚଳରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ଥିବାବେଳେ ଏବେ ଜିଲ୍ଲାରେ ଥିବା ୩୧୧ ପଂଚାୟତର ସରପଞ୍ଚମାନେ ନିଜ ନିଜ ପଂଚାୟତରେ ସଟଡାଉନ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଫଳରେ ସମଗ୍ର…

ଓ୍ଵାର୍କ ଫ୍ରମ୍‌ ହୋମ୍‌ ରୁ ଗୁଗୁଲକୁ ବଡ ଫାଇଦା

 ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି। କିନ୍ତୁ ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଏହି ବିପତ୍ତି ସମୟରେ ମଧ୍ୟ ଲାଭରେ ରହିଛି। କରୋନା ପାଇଁ କମ୍ପାନୀର ଅଧିକାଂଶ କର୍ମଚାରୀ ଘରୁ କାମ କରୁଛନ୍ତି। ଏହା ହିଁ କମ୍ପାନୀ ପାଇଁ…

ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ ରହିବ । ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ହେବ ବୋଲି ନିଷ୍ପତି ହୋଇଛି । ବଢୁଥିବା…

ଦ୍ଵିତୀୟ ଡୋଜ୍‌କୁ ଅଗ୍ରାଧିକାର ଦେବାକୁ ଏସିଏସଙ୍କ ପରାମର୍ଶ

ଭୁବନେଶ୍ଵର: ଦେଶ ସହ ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ସଂକ୍ରମଣରେ ଓଡିଶା ଆଜି ସବୁ ରେକର୍ଡ ଭାଙ୍ଗିଛି। ଏହି ସବୁ ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କୋଭିଡ୍ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଦ୍ଵିତୀୟ ଲହର ଏତେ…
ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ