Daily Archives

April 1, 2021

୨୦୫ ନିୟୁତ ଟନ ପଣ୍ୟ ବୋଝେଇ କରି ଭାରତୀୟ ରେଳପଥର ସମସ୍ତ ରେକର୍ଡ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ପଣ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଖଣ୍ଟ ଅତିକ୍ରମ କରିବାରେ ସକ୍ଷମ ହୋଇଛି ପୂର୍ବ ତଟ ରେଳପଥ। ଏଥିସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡ ଭଙ୍ଗ କରି କ୍ରମାଗତ ଦ୍ଵିତୀୟ ଥର ପାଇଁ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଭେଣ୍ଡି

ସ୍ୱାସ୍ଥ୍ୟ ଟିପ୍ସ: ଖରାଦିନରେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ନିଜ ଡାଏଟରେ ପୋଷକ ତତ୍ୱରେ ଭରପୁର ଖାଦ୍ୟ ସେବନ କରିବା ଆବଶ୍ୟକ । ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ପରିବା ମଧ୍ୟରେ ଭେଣ୍ଡି ଏମିତି ଏକ ପରିବା , ଯାହାକୁ କିଛି ଲୋକ ଖାଇବାକୁ ପସନ୍ଦ…

ମାଆ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମାଆ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୫ରେ ସେ ବ୍ୟବସାୟୀ ବୈଭବ ରେଖିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବାହାଘରର ଦେଢ଼ ମାସ ପରେ ଦିୟା ମିର୍ଜା ସୋସିଆଲ ସାଇଟରେ ଏହି ଖୁସି ଖବର ଜଣାଇଛନ୍ତି । ଗୁରୁବାର ଇନଷ୍ଟାଗ୍ରାମ ଆକାଂଉଟରେ ସେ ଏକ ଫଟୋ…

ଭୁବନେଶ୍ୱର ସୁନ୍ଦରପଦାରେ ବୋମାମାଡ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ବୋମାମାଡ଼ । ଆଜାଦନଗର ଅଞ୍ଚଳରେ ବୋମାମାଡ଼ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ…

ଉତ୍କଳ ଦିବସରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା କାଳିଆ ଟଙ୍କା । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଆଜି ଭୁବନେଶ୍ୱରରୁ ୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ସୁସ୍ଥ

ଭୁବନେଶ୍ୱର: ପୁଣି ରାଜଧାନୀରେ ଚିନ୍ତା ବଢାଇଛି କରୋନା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୫୨ ଜଣ କରୋନା ଆକ୍ରାନ୍ତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୪ ଜଣ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।…

ତାଳଚେର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତାପମାତ୍ରା ହ୍ରାସ ପାଇଥିଲେ ବି ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଆଜି ବି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ୧୫ଟି ସହର ମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିବା…

ଆଜି ଓଡିଶାରୁ ୧୨୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଓଡିଶାରୁ ୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସର୍ବାଧିକ ସୁନ୍ଦରଗଡରୁ ୨୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। Another 121 Covid patients have…

ମାଉସୀ ମାଆ ମନ୍ଦିରରୁ ଚୋରିକୁ ନେଇ ଗଜପତି ମହାରାଜାଙ୍କ ଚିନ୍ତାପ୍ରକଟ

ପୁରୀ: ପୁରୀ ମାଉସୀ ମାଆ ମନ୍ଦିରରୁ ଚୋରିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହାସହ ଶ୍ରୀକ୍ଷେତ୍ରରେ ସବୁ ଧାର୍ମିକ ସ୍ଥଳରେ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଓ…

ରେଳମନ୍ତ୍ରୀ ପୀୟୁଷ ଗୋୟଲ କରୋନା ଟିକା ନେଲେ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପୀୟୁଷ ଗୋୟଲ କରୋନା ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ଦିଲ୍ଲୀ ଏମ୍ସରେ ଗୁରୁବାର ଟିକା ନେଇଛନ୍ତି ରେଳମନ୍ତ୍ରୀ। ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ୍-୧୯ ବିରୋଧରେ ଟିକାକରଣ…
ବ୍ରେକିଂ