ବିଏମସିର ନୂଆ ନିୟମ, ବିବାହରେ ୧୦୦, ଅନ୍ତିମ ସଂସ୍କାରରେ ୫୦ ଲୋକଙ୍କୁ ଅନୁମତି
ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବିଏମସିର ନୂଆ ନିୟମ। ଜନସମାଗମ ଓ ଏକତ୍ରୀକରଣ ଉପରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ଭୁବନେଶ୍ୱରରେ ବିବାହ ଉତ୍ସବରେ ୧୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ, ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଲୋକ ଯୋଗେ ଦେଇପାରିବେ ବୋଲି…