Daily Archives

April 2, 2021

ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା ,୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ଯାଏଁ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତର ସମ୍ଭାବନ ରହିଛି। ଶୁକ୍ରବାର ଅପରାହ୍ଣ ଠାରୁ ୪ ତାରିଖ…

ସପରିବାର ଟିକା ନେଲେ ଅମିତାଭ ବଚ୍ଚନ

ମୁମ୍ୱାଇ: କରୋନା ଟିକା ନେଲା ବଚ୍ଚନ ପରିବାର । ବିଗ୍ ବି ଅମିତାଭ ବଚ୍ଚନ କୋଭିଡ୍ ଟିକା ନେଇଛନ୍ତି । ଗତକାଲି ଟିକା ନେବା ପରେ ସୋସିଆଲ୍ ମିଡିଆରେ ନିଜେ ଏହି ସୂଚନା ଦେଇଛନ୍ତି ବିଗ୍ ବି । ତାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ବି କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ସେ ସୂଚନା ଦେଇଛନ୍ତି ।…

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ କରୋନା

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଅନୁପମାର ମୁଖ୍ୟ ଚରିତ୍ର ଅନୁପମା ଅର୍ଥାତ ରୁପାଲି ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରୁପାଲି ଘରେ ପୃଥକ୍‌ ଭାବେ ରହିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି, ସେମାନଙ୍କର ରିପୋର୍ଟ ଏ…

ପୁଣେରେ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ

ପୁଣେ: ଦେଶରେ ପୁଣି କାୟା ବଢାଇବାରେ ଲାଗିଛି ମହାମାରୀ କରୋନା।  କରୋନାର ଦ୍ୱିତୀୟ ଲହରି ଏବେ ପୁଣି ଚିନ୍ତାର କାରଣ ପାଲଟିଛି ।  ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ନିୟମ…

ଓଡିଶାର ୭ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ:  ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।…

କଟକ ଏସସିବିରୁ ୬ ଦଲାଲ ଗିରଫ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇବା ପଡିଲା ମହଙ୍ଗା। ଘଟଣାରେ ସଂପୃକ୍ତ ଥିବା ୬ ଦଲାଲ ଗିରଫ।  ୨ ଜଣ ଏସସିବିର କର୍ମଚାରୀଙ୍କ ସମତେ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ।  ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।…

ଏସଟିଏଫ୍ କବଜାରେ ବାଘ ଛାଲ ଶିକାରୀ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । ତେବେ ଖୋର୍ଦ୍ଧା-ଭୁବନେଶ୍ଵର ରାସ୍ତାରେ କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଏସଟିଏଫ୍ ଜଣେ ଶିକାରୀ ଓ ଜଣେ ବେପାରିକୁ ଗିରଫ କରିଛି । ୪ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ କରୁଥିବା ବେଳେ ଜଣେ ଶିକାରୀ ଓ ଜଣେ ବେପାରିକୁ…

ବାଲୁକା କଳାରେ ରଜନୀକାନ୍ତଙ୍କୁ ଶୁଭେଚ୍ଛା

 ପୁରୀ:ସୁପରଷ୍ଟାର ରଜନୀକାନ୍ତଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ରଜନୀକାନ୍ତଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । <> Hearty…

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ ଫ୍ରାଇଡେ୍ ଶୁଭେଚ୍ଛା

 ଭୁବନେଶ୍ୱର: ଗୁଡ୍ ଫ୍ରାଇଡେ୍ ତଥା ଶୁଭ ଶୁକ୍ରବାର ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।…

ତାଇୱାନରେ ଟ୍ରେନ୍ ଦୁର୍ଘଟଣାରେ ୩୬ ମୃତ

ତାଇପେ : ତାଇୱାନର ତାଇପେରୁ ତାଇତଙ୍ଗ ଯାଉଥିବା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ଟନେଲ ମଧ୍ୟରେ ଟ୍ରେନଟି ଟ୍ରାକରୁ ଖସି ଯାଇଥିଲା । ଟ୍ରେନଟି ଏକାଧିକ ପର୍ଯ୍ୟଟକଙ୍କୁ ନେଇ ତାଇତଙ୍ଗ ଯାଉଥିବା…
ବ୍ରେକିଂ