Daily Archives

April 4, 2021

ପୁଣି କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ

କୋରାପୁଟ : କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ସଜବାଜ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର ନିର୍ବାଚନ କମିଶନ। ଏପ୍ରିଲ ୧ରୁ  ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି…

ଅସୁସ୍ଥ ହାତୀ ସୁସ୍ଥ ହୋଇ ଜଙ୍ଗଲକୁ ଫେରିଲା

କଟକ :  ଚିକିତ୍ସା ପରେ ସୁସ୍ଥ ହୋଇ ଜଙ୍ଗଲକୁ ଫେରିଲା ଅସୁସ୍ଥ ହାତୀ। କଟକ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ-ଉପରକଟା ଜଙ୍ଗଲରେ ଏକ ୪୦ ବର୍ଷୀୟ ମାଈ ହାତୀ ଅସୁସ୍ଥ ହୋଇ ପଡି ରହିଥିଲା । ଖବର ପାଇ ନରସିଂହପୁର ବନ ବିଭାଗ,  ପ୍ରାଣୀ ଚିକିତ୍ସା ବିଭାଗ ଓ ଭୁବନେଶ୍ୱରର…

ଆଜି ଓଡିଶାରୁ ୩୦୦ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର :   ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୩୪ ଜଣ, କଟକରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବରଗଡ଼ରୁ ୨୪ ଜଣ ସୁସ୍ଥ…

କଟକ ବିଶାଲ ମେଗାମାର୍ଟ ସିଲ୍

କଟକ: କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ କଟକରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍‌ କଲା ସିଏମସି। ଏଥିସହ କଟକ ବାଦାମବାଡି ଭର୍ତ୍ୟାଟାୱରରେ ଥିବା ଦୁଇଟି ମୋବାଇଲ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂରେ ଥିବା ବିଶାଲ୍‌ ମେଗାମାର୍ଟ ସିଲ୍‌ କରିଥିଲା…

ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହେବ ନାହିଁ : ଏସଆରସି

 ଭୁବନେଶ୍ୱର:  ରାଜ୍ୟରେ ଲାଗୁ ହେବ ନାହିଁ ଦିନ କର୍ଫ୍ୟୁ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନିୟନ୍ତ୍ରଣରେ ଅଛି । ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ସରକାର । ଏଣୁ ବର୍ତ୍ତମାନ ପାଇଁ ଦିନ କର୍ଫ୍ୟୁ ଲଗେଇବାର କୌଣସି ଆବଶ୍ୟକ ନାହିଁ । ସମସ୍ତେ କୋଭିଡ ନିୟମ…

ଆସ୍ଲେଇ ବାର୍ଟି ମିଆଁମି ଓପନ୍ ଟାଇଟଲ ହାସଲ କଲେ

ମିଆଁମି: କ୍ରମାଗତ ଦ୍ୱିତୀୟ ଥର ପାଇଁ ମିଆଁମି ଓପନ୍‍ ଟାଇଟଲ ହାସଲ କରିଛନ୍ତି ଆସ୍‍ଲେଇ ବାର୍ଟି । ମିଆଁମି ଓପନ୍‍ ମହିଳା ସିଙ୍ଗଲ୍ସ ଟେନିସ୍‍ ଫାଇନାଲରୁ ଆଣ୍ଡ୍ରେସ୍‍କ୍ୟୁ ଅବସର ନେବାପରେ ବିଶ୍ୱର ୧ ନମ୍ବର ଖେଳାଳି ଆସ୍‍ଲେଇ ବାର୍ଟି ଏହି ଟାଇଟେଲ ହାସଲ କରିବାରେ କୃତିତ୍ୱ ଲାଭ କରିଛନ୍ତି ।…

ଏପ୍ରିଲ୧୩, ୧୪ରେ ମା ତାରିଣୀଙ୍କ ଦର୍ଶନ ବନ୍ଦ

କେନ୍ଦୁଝର : ଆସନ୍ତା ଏପ୍ରିଲ ୧୩, ୧୪ ତାରିଖରେ ଘଟଗାଁ ମା ତାରିଣୀଙ୍କ ପୀଠରେ ବନ୍ଦ ରହିବ ସାଧାରଣ ଦର୍ଶନ।  ମା ତାରିଣୀଙ୍କ ଚଇତି ପର୍ବ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି ମନ୍ଦିର ପ୍ରଶାସନ ।ଏଥିସହ ମାଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି  । ମା'ଙ୍କ ପ୍ରସିଦ୍ଧ ଚଇତି…

ଦଶ ଫୁଟର ଅହିରାଜ ଉଦ୍ଧାର

ଗଞ୍ଜାମ: ଦଶ ଫୁଟର ଅହିରାଜ ଉଦ୍ଧାର।  ଗଂଜାମ ଜିଲ୍ଲା ତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ରେଞ୍ଜ ଅନ୍ତର୍ଗତ ଜୟନ୍ତୀପୁର ରାସ୍ତାରେ ଥିବା ଏକ ବନ୍ଧ ନିକଟରୁ ଏକ ଦଶଫୁଟର ଅହିରାଜ ସାପକୁ ସ୍ନେହ ହେଲ୍ପଲାଇନ ଉଦ୍ଧାର କରିଛନ୍ତି। ପ୍ରଥମେ ସ୍ଥାନୀୟ ଲୋକେ ସାପଟିକୁ ପୁର-ବୁରିବାଡ ରାସ୍ତାରେ ଦେଖିଥିଲେ ।…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନ ମଧୁରୀ

ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ଅଧିକାଂଶ ଲେକେ ଅଧିକ ମୋଟା ହୋଇଯିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶରୀରର ଫିଟନେସକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ରହୁଛନ୍ତି । ଅଧିକା ମୋଟା ହୋଇଯିବା ବା ଓଜନ ବଢିଯିବା ଫଳରେ ଅନ୍ୟରୋଗ ମଧ୍ୟ ମାଡିବସୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ…

ପୁରା ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ

 ମହାରାଷ୍ଟ୍ର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ପାଇଁ ପୂରା ରାଜ୍ୟରେ ଲାଗି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି…
ବ୍ରେକିଂ