ଆଇପିଏଲ୍ ସହଯୋଗିତା ଜରିଆରେ ଆର୍ଥିକ ସଚେତନତା ବଢ଼ାଇବାକୁ ଅପ୍ଷ୍ଟକ୍ସ ଅଭିଳାଷୀ
୨୦୨୦-୨୧ ବର୍ଷରେ ରେକର୍ଡ ସଂଖ୍ୟା ୧୨ ନିୟୁତରୁ ଅଧିକ ଡିମାଟ୍ ଆକାଉଣ୍ଟ୍ ଯୋଡ଼ି ହୋଇଛି । ଅପ୍ଷ୍ଟକ୍ସର ସହ ପ୍ରତିଷ୍ଠାତା ଓ ସିଇଓ ରବି କୁମାରଙ୍କ ବିଶ୍ୱାସ ରହିଛି ଯେ ଅଭିବୃଦ୍ଧିର ଏହି ଧାରା ବଜାୟ ରହିବ । କୁମାର ବର୍ଣ୍ଣନା କରିଛନ୍ତି ଏହି ଅଭିବୃଦ୍ଧିକୁ କ’ଣ ଆଗକୁୂ ବଢ଼ାଇଛି ଏବଂ ଇଣ୍ଡିଆନ୍…