Daily Archives

April 6, 2021

ଝାରସୁଗୁଡାରୁ ପାଟନା ବିମାନ ଉଡିବ

ଝାରସୁଗୁଡ଼ା : ଚେନ୍ନାଇ ପରେ ଝାରସୁଗୁଡ଼ାରୁ ପାଟନାକୁ ସିଧା ଉଡିବ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତା ମଇ ମାସ ପହିଲାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ବିମାନ ବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।…

ଆଜି ଓଡିଶାରୁ ୨୬୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଏହାରି ଭିତରେ ଆଜି  ୨୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।…

ଆଜି ରାଜ୍ୟର ୯ଟି ସହର ୪୦ ଡିଗ୍ରୀ ଉପରେ

 ଭୁବନେଶ୍ୱର : ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ପାରଦ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାୟଗଡ଼ାରେ ପାରଦ ୪୦.୨ ଡିଗ୍ରୀ, ବୌଦ୍ଧରେ ୪୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ,…

ମାଓବାଦୀଙ୍କ କବଜାରେ ଯବାନ

ବିଜାପୁର: ମାଓବାଦୀଙ୍କ କବଜାରେ ନିଖୋଜ ଯବାନ । ଛତିଶଗଡ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ୱୀକାର କରିଛନ୍ତି। ପ୍ରତି ଆକ୍ରମଣରେ…

ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

 ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍- ୮୦ ରହିଛି। ଖଣ୍ଡଗିରିରୁ ସର୍ବାଧତ୍କ ୧୨, ରସୁଲଗଡ଼- ୭, ଓଲ୍ଡ ଟାଉନ-୬…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସ୍ଥିତିକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଚ୍ଚଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସଂକ୍ରମଣ ହ୍ରାସ…

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ବାରଙ୍ଗ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର । ଓଏଏସ ବିଚିତ୍ରାନନ୍ଦ ନାୟକଙ୍କ ଗାଡିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି ଭିିଜିଲାନ୍ସ। ସୂଚନାମୁତାବକ ଆଜି ତହସିଲଦାର ବିଚିତ୍ରାନନ୍ଦ ନାୟକ ମଧ୍ୟାହ୍ନ ପ୍ରାୟ ୩:୩୦ ସମୟରେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ, ରଘୁନାଥପୁର ବ୍ରିଜ…

ଘରେ ପ୍ରସ୍ତୁତ କରନ୍ତୁ ରାଶି ଲଡୁ

ଆବଶ୍ୟକ ସାମଗ୍ରୀ ରାଶି, ଘିଅ, ଗୁଡ, ମଗଜ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ ପ୍ୟାନ ବସେଇ ସେଥିରେ ରାଶି ପକାଇ ଅଳ୍ପ ଭାଜିବେ । ରାଶି ଭାଜି ହେବାପରେ ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ସେହି ପ୍ୟାନ୍‌କୁ ପୁଣି ଗ୍ୟାସ୍‌ରେ ବସେଇ ସେଥିରେ ଘିଅ ପକାଇବେ । ଘିଅ ଗରମ ହେବାପରେ…

ଖରାଦିନେ ତ୍ୱଚା ପାଇଁ ଉପକାରୀ ଚନ୍ଦନ ପାଉଡର

 ସ୍ୱାସ୍ଥ୍ୟଟିପ୍ସ: ଖରାଦିନେ ସୂର୍ଯ୍ୟଙ୍କ ପ୍ରକୋପ ଯୋଗୁଁ ଚେହାରେ ମଳିନ ଦେଖାଯାଏ।  ସବୁ ଋତୁ ଭଳି ଗ୍ରୀଷ୍ମ ଋତୁରେ ମଧ୍ୟ ତ୍ୱଚାର ବିଶେଷ ଧ୍ୟାନ ନେବା ଜରୁରୀ । ଏହି ଦିନରେ ମଧ୍ୟ ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳେ । ତେବେ ଖରାଦିନରେ ତ୍ୱଚାକୁ ସୁସ୍ଥ ଏବଂ ବିଭିନ୍ନ…

ସ୍ମୃତିରେଖା କଂଗ୍ରେସ ଛାଡିଲେ

ଭୁବନେଶ୍ୱର: କଂଗ୍ରେସର ହାତ ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି । ସେହିପରି ଦଳରେ ତାଙ୍କୁ କୌଣସି ପ୍ରକାର ସହଯୋଗ ମିଳୁନଥିବା ଅଭିଯୋଗ କରି  ଆଜି ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତାଫା ପତ୍ର ଦେଇଛନ୍ତି ।୨୦୧୯ ସାଧାରଣ…
ବ୍ରେକିଂ