Daily Archives

April 7, 2021

ବାଦାମ ଚଟଣୀ

 ଆବଶ୍ୟକ ସାମଗ୍ରୀ ଚିନାବାଦାମ୍‌, ଧଳା ରାଶି, ଧନିଆ ପତ୍ର, ଭ୍ରୁସଙ୍ଗ ପତ୍ର, ଲୁଣ, ତେଲ, ଜିରା, ଅଦା, ରସୁଣ, ପିଆଜ, ହିଙ୍ଗୁ, ସୋରିଷ, ଶୁଖିଲା ନଡିଆ, କଂଚା ଲଙ୍କା । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କଂଚା ଚିନାବାଦାମ, ଧଳା ରାଶି, ରସୁଣ,ଅଦା, ଜିରା, ଶୁଖିଲା କଟା ନଡିଆ, କଟା ଧନିଆ…

ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଦ୍ୱନ୍ଦକୁ ଦ୍ୱର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରୀକ୍ଷାକୁ ନଡରି କରୋନାକୁ ଡର । ନଚେତ ତୁମ…

ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ବିଏମସି ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: ରାଜଜଧାନୀରେ ଏବେ ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା।  କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୁଧବାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା…

କୋଟିଆର ୨୨ଟି ଗାଁରେ ୧୪୪ ଧାରା

କୋରାପୁଟ: କୋଟିଆର ୨୨ଟି ଗାଁରେ ୧୪୪ ଧାରା । ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏଥିସହ ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ନିୟୋଜିତ ରହିବେ। ସେହିପରି ଅଫିସରମାନଙ୍କ ସହ ୨୨ଟି  ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ।…

ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

 ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା…

ନିଖୋଜ ଯବାନ ରାକେଶ୍ୱର ସୁରକ୍ଷିତ

ମାଲକାନଗିରି: ନକ୍ସଲ କବ୍ଜାରେ ଥିବା ରାକେଶ୍ୱର ସିଂ ମନହାସ ସୁରକ୍ଷିତ। ରାଜେଶ୍ୱର ସୁସ୍ଥ ଥିବା ନେଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଆଜି  ଯବାନଙ୍କ ଫଟୋ  ରିଲିଜ କରଯାଇଛଇ । ସେ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ରାକେଶ୍ୱରଙ୍କର କିଛି କ୍ଷତି କରିବେ ନାହିଁ…

ଆଜି ରାଜ୍ୟରୁ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୭୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫, ବରଗଡରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗୀରି,…

ଏପ୍ରିଲ ୧୧ରୁ କାର୍ଯ୍ୟସ୍ଥଳରେ କରୋନା ଟିକା ଦିଆଯିବ

ନୂଆଦିଲ୍ଲୀ: କରୋନାର ଭୟଙ୍କର ରୂପ । ଏହାକୁ ଦେଖି ରଣନୀତି ବଦଳାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଲୋକମାନେ ଟିକାର ଡୋଜ୍‌ ଟିକାକରଣ କେନ୍ଦ୍ର କିମ୍ବା ଡାକ୍ତରଖାନାରେ ନେଉଥିଲେ । ହେଲେ ଏବେ କାର୍ଯ୍ୟସ୍ଥଳୀ ବା ଅଫିସରେ ଟିକାକରଣକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ୧୦୦ ଜଣରୁ ଅଧିକ…

ନବମ, ଏକାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି କରୋନା। ଦୈନିକ କରୋନା ସଂକ୍ରମଣରେ ବୃଦ୍ଧି ପାଉଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ   ରାଜ୍ୟ ସରକାର ବୁଧବାର ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ମଧ୍ୟ…

କୋଭିଡ ଉଲ୍ଲଂଘନଙ୍କଠାରୁ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

କଟକ : ରାଜ୍ୟରେ କରୋନାକୁ ମାତ୍ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କ ନିର୍ଦେଶନୁଯାୟୀ କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଦିଗରେ ପୁଲିସର ସ୍ପେଶାଲ ଡ୍ରାଇଭ୍‌ ମଧ୍ୟ କଡାକଡି କରାଯାଇଛି । ତଥାବି ଲୋକମାନେ ଏହାକୁ ଖାତିରି ନକରି ବେଫିକର ହୋଇ ବୁଲୁଛନ୍ତି । ଫଳରେ…
ବ୍ରେକିଂ