Daily Archives

April 9, 2021

କୋଭିସିଲ୍ଡ ଟିକା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ଏପରି ସମୟରେ ଓଡିଶାରେ ଦେଖାଦେଲାଣି ଟିକାର ଅଭାବ । ଯାହାକି ଟିକାକରଣ ପ୍ରକ୍ରିୟାକୁ ପ୍ରଭାବିତ କରିବାରେ ଆଶଙ୍କା ରହିଛି । ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ପାଳନ କରିବାକୁ ଯାଉଛି । ତେଣୁ ଏହି ଟିକା ଟିକା ଉତ୍ସବକୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟିଟିଲାଗଡ ରେଲୱେ ଓଭର ବ୍ରିଜ ଉଦଘାଟିତ

ଭୁବନେଶ୍ୱର: ଟିଟିଲାଗଡ ବାସୀଙ୍କ ପାଇଁ ଖୁସୀ ଖବର । ଦୀର୍ଘ ଦିନର ଅପେକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱରରୁ ଆଜି ୧୫୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବ୍ରେକ ଲାଗୁନି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ  ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।  ଏନେଇ ବିଏମସି…

ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ପାଇଁ ସ୍ଥାନୀୟ ପୋଲିସଙ୍କ ଅନୁମତି ଲୋଡା

ଭୁବନେଶ୍ୱର: ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଲାଗି କଡ଼ାକଡ଼ି ହେବ କୋଭିଡ କଟକଣା । ଏନେଇ ସ୍ଥାନୀୟ ପୋଲିସଙ୍କଠାରୁ ଆଣିବାକୁ ପଡିବ ଅନୁମତି । ବିବାହ ଓ ସାମାଜିକ ଉତ୍ସବ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ବିବାହ ଉତ୍ସବରେ କେବଳ ୫୦ ଜଣଙ୍କୁ ଅନୁମତି…

ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ  ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ,…

୯୯ ବର୍ଷ ବୟସରେ ରାଣୀ ଏଲିଜାବେଥ୍‌ଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଦେହାନ୍ତ‌

ନୂଆଦିଲ୍ଲୀ : ପରଲୋକରେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ (ଦ୍ବିତୀୟ)ଙ୍କ ପତି ପ୍ରିନ୍ସ ଫିଲିପ୍‌  । ଏ ନେଇ ଶୁକ୍ରବାର ବକିଂହାମ୍‌ ପ୍ୟାଲେସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ପ୍ରିନ୍ସ ଫିଲିପ୍‌ଙ୍କୁ ୯୯ ବର୍ଷ ହୋଇଥିଲା । ହୃଦରୋଗ ଜନିତ ସମସ୍ୟା ଯୋଗୁଁ କିଛି ଦିନ ତଳେ ତାଙ୍କୁ…

ଏସଟିଏଫ କବଜାରେ୨ ବନ୍ଧୁକ ବେପାରୀ

କଟକ:  ଏସଟିଏଫ ପଞ୍ଝାରେ ୨ ବନ୍ଧୁକ ଲୁଟେରା । ସେମାନଙ୍କଠାରୁ ଦୁଇଟି 7MM ପିସ୍ତଲସହ ଦେଶୀ ବନ୍ଧୁକ , ମାଗାଜିନ ଜବତ କରିଛି ଏସଟିଏଫ ଟିମ ।  ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଛି  । ମୋଟ ୮ଟି ବନ୍ଧୁକ ସେମାନଙ୍କଠାରୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ…

ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ବନ୍ଦ ହେବ ନାହିଁ

ଭୁବନେଶ୍ୱର: ଖୋଲା ରହିବ ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ । ହଷ୍ଟେଲ ଖୋଲା ରହିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ବର୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ଆଗକୁ କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ସୂଚନାନୁସାରେ ହଷ୍ଟେଲ ଛାଡିବା ପାଇଁ…

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଏଣିକି ମାସ୍କ ପିନ୍ଧିବା ପାଇଁ ସମସ୍ତେ ବାଧ୍ୟ । ଯିଏ ନପିନ୍ଧିବ ସେ ଦୁଇଗୁଣା ତଣ୍ଡ ଗଣିବ । ଆସନ୍ତା ୧୪ ଦିନ ଧରି ଧରପଗଡ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ପାଇଁ ଆହ୍ୱାନ ଦେବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦେଇଛନ୍ତି…

ରେଳ ବିଭାଗ ସ୍ପଷ୍ଟୀକରଣ : ଟ୍ରେନ ଚଳାଚଳ ବନ୍ଦ ହେବ ନାହିଁ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱୀତୀୟ ଲହର । ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି । ରେଲୋ ବୋର୍ଡ ଚେୟାରମ୍ୟାନ୍‌ ସୁନୀତ…
ବ୍ରେକିଂ