Monthly Archives

May 2021

କଟକ ମହାନଗରରୁ ଆଜି ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୩୨ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୨୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ କ୍ୱେରାଣ୍ଟିନରୁ ଓ ୮୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।  ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୨୬ରେ ପହଞ୍ଚିଛି…

ମାଛ ଗୋଦାମ ଲୁଟ ଘଟଣା; ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ସହ ଅଭିଯୁକ୍ତ ଗିରଫ

ଜଗତପୁର: ନିମପୁର ସ୍ଥିତ ଜୈନିକ ମାଛ ଗୋଦାମରୁ ଲୁଟ ଘଟଣା । ଜଗତପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ନଗତ ଅର୍ଥ, ସୁନା ଅଳଙ୍କାର, ଦାମୀ ମୋବାଇଲ ସହିତ ଚୋରା  ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ରେଖିଦେଇପୁର ଅଞ୍ଚଳ ର ଅଶୋକ ମଲ୍ଲିକ ବୋଲି…

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ଓ ତଦାରଖ କମିଟିର ବୈଠକ

ଭୁବନେଶ୍ୱର :  ଆଜି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଦୂରଭାଷ ମାଧ୍ୟମରେ ହୋଇଥିବା ଏହି ସଭାରେ…

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ର - ୨୫୦ ଗ୍ରାମ୍‌ ତାଳଗୁଡ଼ ମିଶ୍ରି ବିଟ୍‌ ଲୁଣ ଚିମୁଟାଏ ଅଦା ଖଣ୍ଡେ ଲେମ୍ବୁ ଫାଳେ ଜୀରାଗୁଣ୍ଡ ଅଳ୍ପ ପ୍ରସ୍ତୁତି…

କୃଷି କ୍ଷେତ୍ରରେ ଫସଲର ବିବିଧକରଣକୁ ଗୁରୁତ୍ୱ

ଭୁବନେଶ୍ୱର  :  ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବଧି କରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଉତ୍ପାଦନ ବୃଦ୍ଧି ସହିତ କୃଷିର ଅଭିବୃଦ୍ଧି ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷାକୁ ସୁନ ଶ୍ଚିିତ କରିବା ଦିଗରେ ଫସଲର ବିବିଧକରଣ ଅତ୍ୟନ୍ତ…

ଯାଜପୁରରେ ନିର୍ମାଣାଧିନ ବ୍ରିଜ ଭୁଶୁଡିଲା

ଯାଜପୁର : ଯାଜପୁର ଭୁଶୁଡିଲା ନିର୍ମାଣାଧିନ ବ୍ରିଜ । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ନିର୍ମାଣାଧିନ ବ୍ରିଜ ହଠାତ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ…

କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଲା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଉପାନ୍ତ ଅଂଚଳରେ ଦେଖିବାକୁ ମିଳିଛି କାଳବୈଶାଖୀ ତାଣ୍ଡବ । ଏହା ପ୍ରଭାବରେ ବହୁ ଲୋକଙ୍କ ଘର ଛପର ଉଡିଯିବା ସହ  ଫସଲ ଓ ଘରର ଆସବାବ ପତ୍ର ନଷ୍ଟ ହୋଇଥିବା ଜଣାପଡିଛି l ପବନର ବେଗ ଏତେ ଜୋରରେ ଥିଲା ଯେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା…

ରାଜ୍ୟ ପୋଲିସର ୪ ଡିଏସପି ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ପୋଲିସର ୪ ଡିଏସପିଙ୍କୁ  ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁଯାୟୀ ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି,…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ୪୦ ଡିଗ୍ରୀ ଉପରେ ୭ ସହରରେ ତାପମାତ୍ରା

ଭୁବନେଶ୍ୱର : ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସବ୍ୟସ୍ତ ସାରା ରାଜ୍ୟ।  ଆଜି ଓଡିଶାର ୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।…

ଭୁବନେଶ୍ୱରରୁ ୮୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୪୬ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନାରେ ଅସୁସ୍ଥ କମ୍‌ ଓ ସୁସ୍ଥ ବେଶୀ। ଆଜି ୮୧୧ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୧ କରୋନା ଆକ୍ରାନ୍ତଙ୍କ ଭିତରେ ୧୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୪୩ ଲୋକାଲ୍‌ କେସ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ…
ବ୍ରେକିଂ