Daily Archives

May 1, 2021

ସୋମବାରଠାରୁ ଭୁବନେଶ୍ୱରରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା, ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର  :  ଆସନ୍ତା ସୋମବାରଠାରୁ ଭୁବନେଶ୍ୱରରେ  ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆଜି ସନ୍ଧ୍ୟାରୁ  ସ୍ଲଟ୍ ବୁକିଂ ଆରମ୍ଭ ହେବ। ଲୋକମାନେ ରେଜିଷ୍ଟ୍ରେସନ କରିବା ପରେ ନିଜର ସିଡ୍ୟୁଲ କରି ଆସି ଟିକା ନେଇପାରିବେ । ଏଥିପାଇଁ ଆଜି କିଛି ଟିକାକେନ୍ଦ୍ରରେ…

କୋଭିଡ୍ ମୁକାବିଲା ପାଇଁ କେନ୍ଦ୍ର ସରକରାଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ୮୮୭୩ କୋଟି ଟଙ୍କା ମଞ୍ଜୁର

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରିରେ ସାରା ଦେଶରେ ପରିସ୍ଥିତି ଅଣାୟତ । ସରକାର ମୁକାବିଲା ଦିଗରେ କଡ଼ା ପଦକ୍ଷେପ ନେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟଗୁଡ଼ିକୁ ଆର୍ଥିକ ସହୟତା ପ୍ରଦାନ କରାଯାଉଛି ।…

ଅମ୍ଳଜାନ ଭରା ପାଞ୍ଚଟି ଟ୍ୟାଙ୍କର ସହିତ ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳରୁ ସିକନ୍ଦରାବାଦ ଯାତ୍ରା

ଭୁବନେଶ୍ୱର: ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (LMO) ଭରି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଆଜି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି । ଭାରତୀୟ  ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ରୋ-ରୋ ସେବା ମାଧ୍ୟମରେ ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ସିକନ୍ଦରାବାଦକୁ ପ୍ରାୟ 63.6…

ଭୁବନେଶ୍ୱରରେ ମେ ୩ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ…

କୋଭିଡ ହସ୍ପିଟାଲ ଭାବେ ତାଳଚେର ଏମସିଏଲ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିବା ବେଳେ ଅନୁଗୁଳରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଆଉ ଏଭଳି ସ୍ଥିତିରେ ଅନୁଗୁଳରେ ବଢୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରାଯାଇଛି। ହସ୍ପିଟାଲରେ…

ପ୍ରୋଟିନ୍ ସାଲାଡ୍

ଆବଶ୍ୟକ ସାମଗ୍ରୀ- ବୁଟ ଗଜା, ମୁଗ ଗଜା, ପିଆଜ, ଲେମ୍ବୁ ରସ, ଧନିଆ ପତ୍ର, ପନିର, ଟମାଟୋ, ଭଜା ବାଦାମ୍‌, କଂଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଂଚା ଆମ୍ବ , ଭଜା ଜିରା ପାଉଡର, କଳା ଲୁଣ, ଲୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବୁଟ ଏବଂ ମୁଗକୁ ଭିଜାଇ ଗଜା…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଅହମ୍ମଦାବାଦ: ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ମାମଲା ନିଦ ହଜାଇଥିବାବେଳେ ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଜରାଟର ଭାରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।। ଗତକାଲି ରାତି…

ବାଲେଶ୍ୱରରୁ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ, ୨ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ କୁ ବଡ଼ ସଫଳତା ମିଳିଛି । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ ।…

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି ଦଖଲ,…

ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି

 ଭୁବନେଶ୍ୱର : ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି । ସେ ଜୁଲାଇ ଶେଷ ଯାଏଁ କାର୍ଯ୍ୟ ସମ୍ପାଦନ କରିବେ ।ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ଶେଷ ହୋଇଥାନ୍ତା । କିନ୍ତୁ ଏହାକୁ ଜୁଲାଇ ଶେଷ ଯାଏଁ ବଢାଇ ଦିଆଯାଇଛି । ଏବେ ସେ ଆହୁରି ୩ ମାସ ଚାକିରୀରେ…
ବ୍ରେକିଂ