Daily Archives

May 2, 2021

ଖରଭୁଜର ସ୍ୱାସ୍ଥ୍ୟ ଉପକାରିତା

ସ୍ୱାସ୍ଥ୍ୟଟିପ୍ସ: ଖରାଦିନରେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା, ପେଟ ସମ୍ବନ୍ଧୀତ ଅନେକ୍ ରୋଗ ବେମାରୀ ଦେଖା ଦେଇଥାଏ । ତେଣୁ ଏହି ଦିନରେ ତେଲ ମସଲା ଖାଦ୍ୟ ଠାରୁ ନିଜକୁ ଯଥାସମ୍ଭବ ଦୁରେଇ ରଖିବା ଆବଶ୍ୟକ । ଖରଭୁଜରେ ଫାଇବରର ମାତ୍ରା ଭରପୁର ରହିଥାଏ । ଯାହା ପେଟ ସମସ୍ୟାରୁ…

ନଡିଆ ମାଛ ମସଲା

ଆବଶ୍ୟକ ସାମଗ୍ରୀ ମାଛ , ପିଆଜ, ରସୁଣ, ଅଦା, ଟମାଟୋ, ତେଲ, ଲୁଣ, ଧନିଆ ପତ୍ର, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, କଂଚା ଲଙ୍କା, ନଡିଆ କୋରା, ପାଓଭାଜି ମସଲା । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ…

୪୦ ଡିଗ୍ରୀ ଉପରେ ୪ ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର : ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । କିନ୍ତୁ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ ସହରର ତାପମାତ୍ର । ବଲାଙ୍ଗିରରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣାରେ ୪୦.୧, ଟିଟିଲାଗଡ଼ରେ ୪୦…

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍‌ ଏବଂ ସନରାଇଜର୍ସ ହାଇଦ୍ରବାଦ ମଧ୍ୟରେ ଖେଳାଯାଇଥବା ମ୍ୟାଚରେ ଆତ୍ମସମର୍ପଣ କରିଛି ହାଇଦ୍ରାବାଦ । ୨୨୧ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୮ ଓ୍ବିକେଟ୍‌ ହରାଇ ମାତ୍ର ୧୬୫ ରନ କରିବାକୁ ସକ୍ଷମ ହୋଇଛି ହାଇଦ୍ରାବାଦ । ଫଳରେ…

ଆଜି ଭୁବନେଶ୍ୱରରୁ ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଏହାକୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୩୧୭ କୁ ବୃଦ୍ଧି ହୋଇଛି।…

ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ସହିତ ଘଡଘଡି ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସୁର୍ଯ୍ୟଙ୍କ ତାପ ଲାଗି ରହିବା ପରେ ଏବେ ଆଗାମି ୫ ଦିନ ପାର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖି ବର୍ଷା ଲଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱରରୁ ସୂଚନା ଦିଆଯାଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୬ ଟି ଜିଲ୍ଲାରେ ଘଡଘଡି…

ଆଜି ଓଡିଶାରୁ ୬୫୨୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ବଢୁଛି ଚିନ୍ତା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୬୫୨୭ କରୋନା ଆକ୍ରାନ୍ତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସାରା…

କଡା ଟକ୍କର ପରେ ନନ୍ଦିଗ୍ରାମରେ ମମତାଙ୍କୁ ହରାଇ ଶୁଭେନ୍ଦୁ ବିଜୟୀ

କୋଲକାତା: କଡା ଟକ୍କର ମଧ୍ୟରେ ନନ୍ଦିଗ୍ରାମରୁ ବିଜୟ ହାସଲ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ କଡା ଟକ୍କର ଦେଖିବାକୁ ମିଳିଥିଲା।…

ବିଗ୍ ବସ୍-୧୪ ବିଜେତା ରୁବିନା ଦିଲୈକ କରୋନା ପଜିଟିଭ୍ ଚିହ୍ନଟ

 ମୁମ୍ବାଇ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି। କିଛି ଦିନ ମଧ୍ୟରେ ବଲିଉଡ୍‌ ଏବଂ ଟେଲିଜଗତର ଅନେକ କଳାକାର କରୋନା ସଂକ୍ରମିତ ହୋଇଛନ୍ତି। ଏବେ ବିଗ୍‌ ବସ୍‌-୧୪…

ପଞ୍ଜାବ କିଙ୍ଗସ୍ କ୍ୟାପଟେନ୍ କେଏଲ ରାହୁଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରୋମାଞ୍ଚକ ସ୍ଥିତିରେ ଆଇପିଏଲ ମହାକୁମ୍ଭ। ଏହାରି ମଧ୍ୟରେ ପଞ୍ଜାବ କିଙ୍ଗସ୍‌ ଦଳକୁ ଲାଗିଛି ଝଟକା। ଦଳର ଅଧିନାୟକ କେଏଲ ରାହୁଲ ଆପେଣ୍ତିସାଇଟିସ୍ (ଆପେଣ୍ଡିକ୍ସ) ରୋଗରେ ପୀଡ଼ିତ ହୋଇଛନ୍ତି। ଯାହାଫଳରେ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଆଡମିଟ୍‌ ହୋଇଛନ୍ତି। ସେଠାରେ ତାଙ୍କର…
ବ୍ରେକିଂ