Daily Archives

May 3, 2021

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ରୋରୋ ସେବା ମାଧ୍ୟମରେ ୩୨୯ ଟନ୍ ଅମ୍ଳଜାନ ପରିବହନ

 ଭୁବନେଶ୍ୱର:  ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିପାରିଛି। ବର୍ତ୍ତମାନର କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଜୀବନ…

ଆଜି ଭୁବନେଶ୍ୱରରୁ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬୭୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୧୪୦…

ଆଜି ଓଡିଶାରୁ ୬୪୮୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୬ ହଜାର ୪୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୮୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୭୮୬, ନୂଆପଡାରୁ ୫୧୪, କଳାହାଣ୍ଡିରୁ ୩୫୮,…

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ସ୍ଥଗିତ । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ପିପିଲ ଉପ ନିର୍ବାଚନ ସ୍ଥଗିତ । କୋଭିଡ ଭୟବହତାକୁ ଦୃଷ୍ଟିରେ ରଖି ଆସନ୍ତା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।…

ମେ ୫ରେ ମମତାଙ୍କ ଶପଥ ଗ୍ରହଣ

କୋଲକାତା: ପଶ୍ଚିମବଙ୍ଗରେ ମହା ବିଜୟ ପାଇବା ପରେ ଆସନ୍ତା ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତାଙ୍କୁ ବିଧାୟକ ଦଳର ନେତା ବଛା ଯାଇଥିବା ବେଳେ ଆଉ ମାତ୍ର ଦିନକ ପରେ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି…

ତେନ୍ତୁଳିର ସ୍ୱାସ୍ଥ୍ୟ ଉପକାରିତା

ସ୍ୱାସ୍ଥ୍ୟ ଟିପ୍ସ: ତେନ୍ତୁଳି ପ୍ରାୟତଃ ଅଧିକାଂଶ ଲୋକଙ୍କ ବାଡି-ବଗିଚାରେ ଥିବା ଦେଖିବାକୁ ମିଳେ ।  ଅନେକ୍ ବ୍ୟଞ୍ଜନ ପ୍ରସ୍ତୁତି କରିବା ସମୟରେ ତେନ୍ତୁଳିକୁ ବ୍ୟବହାର କରାଯାଇଥାଏ । ଯେପରିକି, ତେନ୍ତୁଳିରୁ ଚଟଣୀ, ଗୁପ୍‌ଚୁପ୍‌ର ଖଟା ପାଣି,ସମ୍ବର ଭଳି ଆହୁରି ବିଭିନ୍ନ ପ୍ରକାରର ବ୍ୟଞ୍ଜନରେ…

ଘରେ ପ୍ରସ୍ତୁତ କରନ୍ତୁ ମସଲା ରୁଟି

ଆବଶ୍ୟକ ସାମଗ୍ରୀ ଅଟା, ଲୁଣ, ଘିଅ, ଜିରା, ଲଙ୍କା ପାଉଡର, ଶୁଖିଲା ଧନିଆ ପତ୍ର, ଶୁଖିଲା ପୁଦିନା ପତ୍ର, ହିଙ୍ଗୁ, ଆମଚୁର ପାଉଡର, ଜିରା ପାଉଡର, ଚାଟ୍ ମସଲା, କଳା ଲୁଣ । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ଲୁଣ, ଜିରା, ଘିଅ ପକାଇ ଭଲଭାବେ ମିକ୍ସ…

ପଞ୍ଜୀକରଣ ବିନା ଟୀକାକରଣ କେନ୍ଦ୍ରକୁ ଯାଆନ୍ତୁ ନାହିଁ: ବିଏମସି କମିଶନର

ଭୁବନେଶ୍ୱର: ଟୀକାକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ନଯିବା ପାଇଁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। କାରଣ ଟୀକା କେନ୍ଦ୍ରରେ ଅଯଥାରେ ଗହଳି ହେଉଛି। ଯଦ୍ୱାରା ଲୋକ ମାନଙ୍କ ମଧ୍ୟରେ…

ଲକଡାଉନ ସମୟରେ ରାଜ୍ୟରେ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। କିନ୍ତୁ ସେଠାରେ କେହି ଖାଇପାରିବେ ନାହିଁ ।ଆହାର କେନ୍ଦ୍ରରେ କେହି ନ ଖାଇ ପାର୍ସଲ ନେଇପାରିବେ ବୋଲି କୁହାଯାଇଛି । ସେପଟେ କେନ୍ଦ୍ରସରକାରଙ୍କ ଅନୁମୋଦିତ ଆଇଆଇଏମ ଓ…

ବାରମ୍ବାର ସିଟି ସ୍କାନ ବିପଦପୂର୍ଣ୍ଣ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ:  ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଏଥିରେ ବିଚଳିତ ହୋଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣଉଛନ୍ତି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଯେଉଁ ରୋଗୀ ବାରମ୍ଵାର ସିଟି ସ୍କାନ…
ବ୍ରେକିଂ