Daily Archives

May 4, 2021

ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଏହି ଦୁଇ ରାଜ୍ୟରୁ କୌଣସି ବ୍ୟକ୍ତ ଓଡ଼ିଶା ଆସିଲେ, କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ। ଯଦି ୪୮ ଘଣ୍ଟା…

କାଲି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ । ଫଳରେ ବୁଧବାର ରାଜ୍ୟର ୧୫ଟି ଜିଲ୍ଲାର କୌଣସି ସ୍ଥାନରେ କୋଭିଡ୍ ଟିକା ଦିଆଯିବ ନାହିଁ । ଅନୁଗୁଳ, ବାଲେଶ୍ୱର, ବରଗଡ଼,…

ଅକ୍ସିଜେନ୍‌ ଅଭାବକୁ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଏବେ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏକ ପ୍ରକାର ଲଗାମ୍ ଛଡ଼ା ଭିବେ ବଢ଼ି ଚାଲିଥିବା କରୋନା ମଧ୍ୟରେ ଅକ୍ସିଜେନ୍ ଅଭାବ ମଧ୍ୟ ଆଉ ଏକ ସଙ୍କଟ ଭାବେ ଉଭା ହୋଇଛି । ମଙ୍ଗଳବାର ପୁଣିଥରେ ଏହି ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ…

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାରଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ । ପ୍ରକାଶ ପାଦୁକୋନ…

ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି । ଆଜି ସାରା ରାଜ୍ୟରେ ପାରଦ ତଳକୁ ଖସିଛି । ରାଜ୍ୟର ପ୍ରୟା ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଛି । ତେବେ ୪୦ ଡିଗ୍ରୀ ସହ କେବଳ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…

ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେ ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି…

ଥାନା ମୃତ୍ୟୁ ମାମଲାରେ ୨ ପୁଲିସ କର୍ମଚାରୀ ସସପେଣ୍ଡ

ଗଂଜାମ: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡିଆଇଜି ଓ ଏସପିଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୋଳନ୍ଥରା ଥାନାର ୨ ପୁଲିସ କର୍ମଚାରୀଙ୍କୁ ସ୍ସପେଣ୍ଡ କରାଯାଇଛି। ଗୋଳନ୍ଥରା ଥାନା ଡିସିଓ ତଥା…

ଭୁବନେଶ୍ୱର ୟୁନିଟ୍-୧ ହାଟ ସିଲ୍

ଭୁବନେଶ୍ୱର : ଲକଡାଉନ୍ ଯୋଗୁଁ ହାଟରେ ଅସମ୍ଭାଳ ଭିଡ଼ । ବୁଧବାର ଆସନ୍ତାକାଲି ଠାରୁ ଲକଡାଉନ୍ ଲାଗୁ ହେଉଥିବା ବେଳେ ଆଜି ଦିନ ତମାମ୍ ୟୁନିଟ୍-୧ ହାଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ହାଟକୁ ସିଲ୍ କରି ଦେଇଛି । ପୋଲିସ…

ସ୍ୱାସ୍ଥ୍ୟ ପାଇଁ ହିତକର ଗଜା ବୁଟ

ସ୍ୱାସ୍ଥ୍ୟଟିପ୍ସ: ଶରୀର ସୁସ୍ଥ ଏବଂ ସୁନ୍ଦର ରହିଲେ ସବୁକିଛି ଭଲଲାଗେ । ଦୈନିକ ଜୀବନଯାପନରେ ଭଲ ପ୍ରଭାବ ପଡେ । ହେଲେ, ଯଦି ଥରେ ଶରୀର ଅସୁସ୍ଥ ହେବା ଆରମ୍ଭ ହୁଏ, ତେବେ ବିଭିନ୍ନ ପ୍ରକାରର ଚିନ୍ତା ମାଡିବସେ । କାହିଁକି ନାଁ , ଶରୀର ସୁସ୍ଥ ରହିଲେ ମନ ଫୁର୍ତ୍ତୀ ରହିଥାଏ । ତେବେ ଆଜି…

ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର : ଏତଲା ଦେବାକୁ ଥାନାକୁ ଯିବାକୁ ପଡ଼ିବନି । ପୁଲିସ ଅଭିଯୋଗକାରୀଙ୍କ ଘରେ ପହଁଚି ଏତଲା ନେବ । ଆଜି ଏଭଳି ଘୋଷଣା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।ଆସନ୍ତା କାଲିଠାରୁ ଲକଡାଉନ୍‌ ଲାଗୁ ହେଉଥିବାରୁ କମିଶନେରଟେ ପୁଲିସ ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ବ୍ୟବସ୍ଥା…
ବ୍ରେକିଂ