Daily Archives

May 5, 2021

ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଲେ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ  ଓଡିଶାକୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ମହାମାରୀ ବିରୋଧରେ  ଓଡିଶାର ସଂଗ୍ରାମକୁ ମଜବୁତ କରିବା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ତେବେ ଏନେଇ…

ଲକଡାଉନର ପ୍ରଥମ ଦିନ, ମାଲକାନଗିରି ପୋଲିସ ପକ୍ଷରୁ ୭୧ ଲିଟର ମଦ ଜବତ

ମାଲକାନଗିରି :  ଆଜିଠାରୁ ସାରା ରାଜ୍ୟରେ ଲକଡାଉନ ଲାଗୁ ହୋଇଛି  । ସେପଟେ ଏହାର ଫାଇଦା ଉଠାଇବାକୁ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ଆଜି ମାଲକାନଗିରି ପୋଲିସ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ୭୧ ଲିଟର ମଦ ଜବତ କରିଥିବା ଜଣାପଡିଛି।…

କାଲି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାର ଅଭାବ ଦେଖାଦେଇଛି । ଟିକାର  ଅଭାବ କାରଣରୁ ରାଜ୍ୟରେ  ଟିକାକରଣ ବାଧାପ୍ରାପ୍ତ ହେଉଛି। ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଆସନ୍ତା କାଲି ରାଜ୍ୟର ୯ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଆସନ୍ତାକାଲି ବଲାଙ୍ଗିର,…

ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ୧୦୦ ଡାଏଲ କଲେ ଅନୁମତି ମିଳିବ

ଭୁବନେଶ୍ଵର : ଲକଡାଉନ୍‌ ସମୟରେ ରାଜଧାନୀବାସୀଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି କମିଶନରେଟ୍ ପୋଲିସ । ଏଣିକି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି  ଅନୁମତି ପାଇବେ ରାଜଧାନୀବାସୀ । ବିବାହ  କିମ୍ବା ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନୁମତି ଲାଗି ଆଉ ଥାନାକୁ ଯିବାକୁ ଆଉ ପଡ଼ିବନି।…

ବଜ୍ରାଘାତରେ ନାବାଳିକାର ମୃତ୍ୟୁ

କୋରାପୁଟ : ବଜ୍ରାଘାତରେ ନାବାଳିକାର ମୃତ୍ୟୁ।  ସେମିଳିଗୁଡା ବ୍ଲକ ଖରାଗୁଡା ଗାଁରେ ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ହରି ବନ୍ଧୁ ଦେଉଲପାଡିଆଙ୍କ ୧୦ ବର୍ଷର ଝିଅ ସୋନାଲି ଦେଉଲପାଡ଼ିଆ । ଗୁରୁତର ଦୁଇ ଜଣ ହେଲେ ଇଣ୍ଡାମା ଓ ମୁକ୍ତା…

ଆଜି ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ତଳେ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ସାରା ରାଜ୍ୟର ତାପମାତ୍ରା   ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ପ୍ରଭାବରୁ ସାରା ଓଡିଶାରେ ତାପମାତ୍ରା ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ୩୭.୨…

ବେଆଇନ ମହଜୁଦ ଓ କଳାବଜାରୀ ଉପରେ ନଜର ରଖିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରହିଛି ।ଏନ୍ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।  ବର୍ତ୍ତମାନ ରାଜ୍ୟରେ ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଆଳୁ, ପିଆଜ,…

ଭାରତ ଅଭିମୁଖେ ୩ ରାଫେଲ ବିମାନ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନର ପରବର୍ତ୍ତି ବ୍ୟାଚ୍‌ ବୁଧବାର ଫ୍ରାନ୍ସରୁ ଭାରତ ଅଭିମୁଖେ ବାହାରିଛି। ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି। ଭାରତକୁ ଆସୁଥିବା ଓମନି-ରୋଲ ଫାଇଟର ଜେଟ୍‌ର ଏହା ପଞ୍ଚମ ବ୍ୟାଚ୍‌। ଗତମାସରେ ଫ୍ରାନ୍ସରୁ ବିନା ବିରାମରେ ଉଡାଣ କରି…

ଭୁବନେଶ୍ୱରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ଭୁତାଣୁ। ଆଜି ଭୁବନେଶ୍ୱରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୯୪୬ । ସେହିପରି ଭୁବନେଶ୍ୱରରୁ ସୁସ୍ଥ ହୋଇଛନ୍ତି ଆଉ ୫୯୯ ଜଣ ଆକ୍ରାନ୍ତ ।…

ଆଜି ଓଡିଶାରୁ ୬୧୭୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା କାୟା ବଢାଇ ଚାଲିଥିବା ବେଳେ ଏହାରି ଭିତରେ ଆଜି ଓଡିଶାରୁ ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୯୫୪ ଜଣ ସୁସ୍ଥ ହୋଇଥିବା ବେଳେ, କଳାହାଣ୍ଡିରୁ…
ବ୍ରେକିଂ