Daily Archives

May 6, 2021

ଦ୍ବିତୀୟ ଡୋଜ ଟିକା ନେବାକୁ ଥିବା ଲୋକଙ୍କୁ ପ୍ରାଥମିକତା

ଭୁବନେଶ୍ବର  :  ରାଜ୍ୟରେ ଟିକାର ଅଭାବ କାରଣରୁ ବହୁ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। ଇତି ମଧ୍ୟରେ ୧୮ ରୁ ୪୪ ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି। ଯୁବ ବର୍ଗଙ୍କ ମଧ୍ୟରେ ଟିକା ନେବା ପାଇଁ ଉତ୍ସାହ ଥିବା ଦେଖିବାକୁ ମିଳୁଛି। ଟିକାକରଣ ବନ୍ଦ ହେବା ନେଇ ଗୁରୁବାର ଅପରାହ୍ନରେ ସ୍ବାସ୍ଥ୍ୟ…

ରାଜ୍ୟର କୋଭିଡ୍‌ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହେଲେ

ଭୁବନେଶ୍ଵର : ରାଜ୍ୟର କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଫୋନ୍‌ ଯୋଗେ ନବୀନଙ୍କ ସହ କଥା ହୋଇ ଓଡିଶାର କୋଭିଡ୍‌ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କାଲିମେଳା ଜମି ଦୁର୍ନୀତି ମାମଲା: ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଳମ୍ବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତି ମାମଲାରେ ଆଜି ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ତରଫରୁ ପୂର୍ବତନ ତହସିଲଦାର ଅନୁଗୁଳିଆଙ୍କୁ…

କେନ୍ଦୁପତ୍ର କାର୍ଯ୍ୟରେ ନିୟୋଜିତ ଶିଶୁଶ୍ରମିକ, ନିରଵଦ୍ରଷ୍ଟା ସାଜିଛି ପ୍ରଶାସନ

 ପଡିଆ : ଗତମାସ ୧୭ ତାରିଖରୁ ସାରା ଜିଲ୍ଲାରେ କେନ୍ଦୁପତ୍ର କାମ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ପ୍ରାୟ ୧୫ ଦିନ ବିତି ଯାଇଥିବା ବେଳେ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଫଡ଼ି ମାଧ୍ୟମରେ କେନ୍ଦୁପତ୍ର କିଣା ଯାଉଛି। ତେବେ ଏହି କେନ୍ଦୁପତ୍ର କିଣାଯିବା ପରେ ଏହାର…

ଘରେ ପ୍ରସ୍ତୁତ କରନ୍ତୁ ପୁଦିନା ମାଛ

ଆବଶ୍ୟକ ସାମଗ୍ରୀ  ମାଛ, ପୁଦିନା ପେଷ୍ଟ, ସୋରିଷ ବଟା, ଅଦା-ରସୁଣ ପେଷ୍ଟ, ହଳଦୀ ପାଉଡର, ଲଙ୍କା  ପାଉଡର, କଂଚା ଲଙ୍କା , ଲୁଣ, ପିଆଜ, ଲେମ୍ବୁ ରସ, ସୋରିଷ ତେଲ । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ମାଛକୁ ଧୋଇ ହଳଦୀ ଏବଂ ଲୁଣ ଗୋଳାଇ ରଖିବେ । ଏହାପରେ ସେଥିରେ ଅଦା-ରସୁଣ ପେଷ୍ଟ,…

ଭୁବନେଶ୍ୱର ଅନ୍ଧାରୁଆଠାରେ କରୋନା ଭ୍ୟାକ୍ସିନ ଉତ୍ପାଦନ ହେବ

 ଭୁବନେଶ୍ୱର: ଏଣିକି ଓଡିଶା ମଧ୍ୟ ଉତ୍ପାଦନ କରିବ କରୋନା ଟିକା । ଭୁବନେଶ୍ୱରରେ ଉତ୍ପାଦନ ହେବ କରୋନା ଭ୍ୟାକ୍ସିନ୍ । କୋଭିଡ ଓ ମାଲେରିଆ ସହ ୧୦ ପ୍ରକାର ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତ ବାୟୋଟେକ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଭ୍ୟାକ୍ସିନ୍ ଉତ୍ପାଦନ କେନ୍ଦ୍ର ଆରମ୍ଭ କରିଛି…

ରେଳ ବିଭାଗ ପକ୍ଷରୁ ୨୮ଟି ଟ୍ରେନ ବାତିଲ୍

ନୂଆଦିଲ୍ଲୀ : ରେଲୱେ ଉପରେ କରୋନା ପ୍ରଭାବ । ଆସନ୍ତା ୯ରୁ ଆଉ ଦିଲ୍ଲୀରୁ ଗଡ଼ିବନି ରାଜଧାନୀ ଏକ୍ସପ୍ରେସ୍ ସହ ଶତାବ୍ଦୀ ଓ ଦୂରନ୍ତ । ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ଏଭଳି ୨୮ଟି ଟ୍ରେନକୁ କରୋନା ସଂକ୍ରମଣ ବଢ଼ୁଥିବାରୁ ରେଲୱେ ବାତିଲ୍ କରି ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ…

ମାଲେସିଆ ଓପନ ବ୍ୟାଡମିଂଟନରେ ଅଂଶଗ୍ରହଣ କରିପାରିବେ ନାହିଁ ଭାରତୀୟ ଟିମ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଂଟନ ଖେଳାଳିଙ୍କୁ ଶକ୍ତ ଧକ୍କା ଲାଗିଛି । କୋଭିଡ୧୯ କଟକଣା ଯୋଗୁ ଏବେ ଭାରତୀୟ ବିମାନ ଉପରେ ମାଲେସିଆ ପ୍ରତିବନ୍ଧ ଲଗାଇଛି । ଯାହା ଫଳରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିପାରିବ ନାହିଁ । ଅଲିମ୍ପିକ…

ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ଲବଙ୍ଗ

ସ୍ୱାସ୍ଥ୍ୟଟିପ୍ସ: ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, ଲବଙ୍ଗ ନିଶ୍ଚୟ ସାମିଲ ରହିଥାଏ । ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ଲବଙ୍ଗ ବ୍ୟବହାର ହୋଇଥାଏ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ,ବରଂ ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀରୁ ରକ୍ଷା…

ଆଜି ଓଡିଶାରୁ ୬ ୮୫୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୃତିଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଆଉ ୬ ହଜାର ୮୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୧ ଜଣ ସୁସ୍ଥ ହେଇଛନ୍ତି।…
ବ୍ରେକିଂ