Daily Archives

May 7, 2021

INS ଚିଲିକାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା

ଖୋର୍ଦ୍ଧା:  ଆଜି  ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା…

ଓଡିଶାର ସମସ୍ତ ଡାକ୍ତର, ମେଡିକାଲ ଛାତ୍ର ଏବଂ ପାରାମେଡିକାଲ କର୍ମଚାରୀ ଷ୍ଟେଟ ପୁଲ୍ ଅଧୀନରେ ଆସିବେ

ଭୁବନେଶ୍ୱର: ବିଭିନ୍ନ କ୍ୟାଡରର ଡାକ୍ତର , ଡେଣ୍ଟାଲ ସର୍ଜନ, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇଣ୍ଟର୍ନସ ଏବଂ ଅନ୍ତିମ ବର୍ଷର ଛାତ୍ରଙ୍କୁ କୋଭିଡ କେୟାର ସେଣ୍ଟରରେ ନିୟୋଜନ ପାଇଁ ଅସ୍ଥାୟୀ ଭାବରେ ଷ୍ଟେଟ ପୁଲ୍ ଅଧୀନରେ ଅଣାଯିବ ବୋଲି ଓଡିଶା ସରକାର ଘୋଷଣା କରିଛନ୍ତି। ଓଡିଶା…

କୋଭିଡ୍ ଲଢ଼େଇ ପାଇଁ ଏସ୍.ଜେ.ଏନଭାଇରନମେଣ୍ଟ କଂପାନୀ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର : ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଭୁବନେଶ୍ୱର ସ୍ଥିତ ଏସ୍.ଜେ.ଏନଭାଇରନମେଣ୍ଟାଲ ସଲ୍ୟୁସନ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨.୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର…

ଅମ୍ଳଜାନ ସିଲିଣ୍ଡର ରିଫିଲିଙ୍ଗ୍ ତ୍ବରାନ୍ଵିତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : କୋଭିଡ୍ ପରିସ୍ଥିତିରେ ଅମ୍ଳଜାନ ତ୍ବରିତ ଯୋଗାଣ ପାଇଁ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅମ୍ଳଜାନ ରିଫିଲିଙ୍ଗ୍ କେନ୍ଦ୍ର ସହ ସଂଯୋଗ କରାଯାଇଛି। ଅମ୍ଳଜାନ ସିଲିଣ୍ଡର ରିଫିଲିଙ୍ଗ୍ ତ୍ବରାନ୍ଵିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରିଫିଲିଙ୍ଗ୍ ପାଇଁ ନିୟୋଜିତ…

ବିବାହ ଭୋଜି ରୋକିବାରୁ ଗାଁଲୋକେ ତହସିଲଦାରଙ୍କୁ ପିଟିଲେ

ଗଜପତି :  ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡରେ ବିବାହ ଭୋଜି ରୋକିବାରୁ ତହସିଲଦାରଙ୍କୁ ପିଟିଲେ ଗାଁଲୋକେ। ଘଟଣାରେ  ଆର. ଉଦୟଗିରି ତହସିଲଦାର ଗୁରୁତର ଆହତ ହୋଇଥିବା ଜଣାପଡିଛି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଛେଳିଗଡର ଖ୍ରୀଷ୍ଟିଆନ ସାହିରେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏସ.ଏମ.ସି କମ୍ପାନୀ ତରଫରୁ ୫୧ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ରାଜ୍ଯରେ କୋଭିଡ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍‌.ଏମ୍‌.ସି ଷ୍ଟିଲ କମ୍ପାନୀ ମୁଖ୍ଯମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦାନ କରିଛି । ଆଜି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ଯ ଲୋକସେବା ଭବନଠାରେ କମ୍ପାନୀ ଅଧ୍ଯକ୍ଷ ମୁଲଚାନ୍ଦ ଅଗ୍ରୱାଲ ଏବଂ…

ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ବିଏମସିର ଅନୁମତି

 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ  ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି।   ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ନେଇ ଆଶା ଆଶଙ୍କା ଦେଖାଯାଇଥିବା ବେଳେ ଆଜି ବିଏମସି ପକ୍ଷରୁ ଅନୁମତି ମିଳିଛି ।…

ଲକଡାଉନ ସମୟରେ ସହରାଞ୍ଚଳର ବୁଲା ପଶୁଙ୍କୁ ସରକାର ଖାଦ୍ୟ ଯୋଗାଇବେ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ସହ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହୁଛି । ଫଳରେ ବୁଲା ଗାଇଗୋରୁ ଓ କୁକୁର ଖାଦ୍ୟ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି ।…

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଟୋରି ଚାଟ୍

ଆବଶ୍ୟକ ସାମଗ୍ରୀ  ମଇଦା ରୋଟି, ଧନିଆ ପତ୍ର, ଦହି, ଶୁଖିଲା ଲଙ୍କା, ଅଦା, ପିଆଜ, ଟମାଟୋ, କଂଚା ଲଙ୍କା, ଚିନି, ଲୁଣ, ତେଲ, ଟମାଟୋ ସସ୍‌, ସୁଇଟ୍ କର୍ଣ୍ଣ, ମଟର, ଜିରା, ଧନିଆ, ଗୋଲମରିଚ, ଆଳୁ, ଲେମ୍ବୁ ରସ । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ଏକ ପାତ୍ରରେ ଛୋଟଛୋଟ କଟା ହୋଇଥିବା…

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ରସୁଣ

ସ୍ୱାସ୍ଥ୍ୟଟିପ୍ସ:  ପ୍ରତ୍ୟେକ୍ ଭାରତୀୟଙ୍କ ରୋଷେଇ ଘରେ ଏବଂ ଖାଦ୍ୟରେ ରସୁଣ ବ୍ୟବହାର ହୋଇଥାଏ । ରସୁଣକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରିବା ସହିତ, ଏହା ଅନେକ୍ ରୋଗ ବେମାରୀଠାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜଣିବା ଏହାର ଉପକାରିତା ସମ୍ପର୍କରେ ।…
ବ୍ରେକିଂ