Daily Archives

May 8, 2021

କଟକ ମହାନଗରରୁ ୫୯୦ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୫୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୪ ଜଣ କ୍ୱେରାଣ୍ଟିନରୁ ଓ ୨୨୬  ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ମାଲକାନଗିରିରେ ଆଜି ୭୦ କରୋନା ରୋଗୀ ଚିହ୍ନଟ, ସଟଡାଉନରେ ଅମାନିଆଙ୍କୁ ସାବାଡ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।  ପ୍ରତିଦିନ ୭୦ରୁ ୮୦ ଜଣ  ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୫ ତାରିଖରୁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଲକଡାଉନ ପିରିୟଡର ପ୍ରଥମ ସଟଡାଉନ। ତେବେ ଆଜି ମାଲକାନଗିରି…

୫ଟି ପୌରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାରଣ

ଭୁବନେଶ୍ଵର:  ୫ଟି ପୌର ନିଗମରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯିବ ବୋଲି ଓଡିଶା ସରକାର ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଟିକା କମ୍‌ ଥିବାରୁ କେବଳ ୫ଟି ପୌରାଞ୍ଚଳରେ ବର୍ତ୍ତମାନ ଏହି ବର୍ଗଙ୍କ ଟିକାକରଣ ହେବ। କଟକ, ଭୁବନେଶ୍ଵର, ବ୍ରହ୍ମପୁର,…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡି ରେ ଭର୍ଚୁଆଲ୍‌ ଟୁର୍‌

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ଫଳରେ ଦର୍ଶକମାନେ ପ୍ରତ୍ୟେକ ରବିବାର ଦିନ ଏହି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍‌ କରିପାରିବେ । ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡି…

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଲିଃ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର : ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବୋର୍ଡର ଅଧ୍ୟକ୍ଷ  ଚିନ୍ମୟ କୁମାର ସାହୁ ଓ…

ମାଲକାନଗିରି କନଜ୍ୟୁମର କୋର୍ଟରେ ଗୁଗୁଲ ପେ ଏବଂ ଏସବିଆଇ ଦଣ୍ଡିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖାଉଟି କମିଶନର ଭରପ୍ରାପ୍ତ ଅଧ୍ୟକ୍ଷା ସବିତା ସାମନ୍ତରାୟ ଏବଂ ସଦସ୍ୟ ରାଜେଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ ପେ ଏବଂ ଏସବିଆଇ ଉଭୟଙ୍କୁ ଦଣ୍ଡିତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରିର ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ନିଜର ବନ୍ଧୁଙ୍କ…

ହେଙ୍ଗୁ ପାଣିର ସ୍ୱାସ୍ଥ୍ୟ ଉପକାରୀତା

ସ୍ୱାସ୍ଥ୍ୟ ଟିପ୍ସ: ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ,ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ହେଙ୍ଗୁ ପାଣି । ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଥାଏ । ଯାହା ଅନେକ୍ ରୋଗ ବେମାରୀକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା, ହେଙ୍ଗୁ ପାଣିର ସ୍ୱାସ୍ଥ୍ୟ ଉପକାରୀତା…

ଫିସ୍ ପକୋଡା

 ଆବଶ୍ୟକ ସାମଗ୍ରୀ  ମାଛ ପେଟି ପିସ୍‌, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା, ଟମାଟୋ, ପିଆଜ, ରସୁଣ, ଅଦା, ଧନିଆ ପତ୍ର, କଂଚା ଲଙ୍କା, କର୍ଣ୍ଣଫ୍ଲୋର, ବେସନ, ଲେମ୍ବୁ ରସ,ତେଲ । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ମାଛର ପେଟି ପିସ୍‌କୁ ନେଇ ଧୋଇ…

କରୋନା ଲଢେଇରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ସାମିଲ

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ୱେଭ ସହ ଲଢ଼େଇ କରୁଥିବା ଦେଶବାସୀଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଯୁବ ୱିକେଟ କିପର ଋଷଭ ପନ୍ତ। ସେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଅକ୍ସିଜେନ ସିଲିଣ୍ଡର ଓ ବେଡ୍‌ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର ବିଭିନ୍ନ…

ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ତ୍ରାହି

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର…
ବ୍ରେକିଂ