Daily Archives

May 9, 2021

କଟକ ମହାନଗରରୁ ୪୭୬ କରୋନା ପଜିଟିଭ ଚିହ୍ନଟ, ୨୮୬ ସୁସ୍ଥ

କଟକ : ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ରାଜଧାନୀ ଭୁବନେଶ୍ବର ପରେ ଏବେ କଟକ ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୪୭୬  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୬ ଜଣ…

କିସ୍‍ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ଦଦବୀରେ ବିଶିଷ୍ଟ ଲବ୍‍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି । ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିତି ଭାବେ…

୪ ମହାନଗର ନିଗମରେ କୋଭିଶିଲ୍ଡ ଟିକା ବଣ୍ଟନ

ଭୁବନେଶ୍ୱର: ଟିକା କମ ଥିବାରୁ ବର୍ତ୍ତମାନ ୫ଟି ମହାନଗର ନିଗମରେ ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର।  ଭୁବନେଶ୍ୱରରେ ଟିକା ଦିଆଯାଉଥିବା ବେଳେ  ବାକି ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ…

ଓମାନରେ ଓଡିଶା ଦିବସ ପାଳିତ

ଭୁବନେଶ୍ଵର : ଓମାନ ସ୍ଥିତ ଇଣ୍ଡିଆନ ସୋସିଆଲ କ୍ଲବ, ଓଡିଶା ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ଯୋଗଦେଇ ପ୍ରବାସୀ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଓଡିଶା ଦିବସର ଶୁଭେଚ୍ଛା…

ଜାମ୍ମୁ-କାଶ୍ମୀରର ପୁଞ୍ଛରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

 ଶ୍ରୀନଗର: ଏଲଓସି ସଂଲଗ୍ନ ଜାମ୍ମୁ-କାଶ୍ମୀରର ପୁଞ୍ଛରେ ପୋଲିସ ଓ ସେନାର ମିଳିତ ସମନ୍ଵୟରେ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ବିପୁଳ ମାତ୍ରାରେ ଗ୍ରେନେଡ ଜବତ କରାଯାଇଛି। ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳ ବଡ ଧରଣର ଆକ୍ରମଣକୁ ପଣ୍ଡ କରିଛନ୍ତି। ରବିବାର ପୁଞ୍ଝ…

ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ହିମନ୍ତ ବିଶ୍ଵ ଶର୍ମା ଆସାମ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ଵ ଶର୍ମା। ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…

ଓଡିଶାରେ କମୁଛି ତାପମାତ୍ରା ,କେବଳ ବୌଦ୍ଧରେ ଅଧିକ ତାତି

ଭୁବନେଶ୍ୱର : ଓଡିଶାବାସୀଙ୍କୁ ଗତ କିଛି ଦିନ ହେଲା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ତ୍ରାହି ମିଳିଛି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ…

ଆଜି ଭୁବନେଶ୍ୱରରୁ ୧୦୮୪ କରୋନା ଆକ୍ରାନ୍ତ ଚିହ୍ନଟ, ୯୦୬ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୦୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ କେସ୍‌ ୨୧୩ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍ ୮୭୧ଜଣ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ବରଗଡ଼ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କୋଭିଡ ପରିଚାଳନା ସମୀକ୍ଷା

ବରଗଡ଼: ଆଜି ବରଗଡ଼ ଜିଲ୍ଲାରେ କୋଭିଡ ପରିଚାଳନା ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ। ତାଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ସାଲିନୀ ପଣ୍ଡିତ ମଧ୍ୟ ସାମିଲ  ହୋଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ଜୌତି ରଞ୍ଜନ ପ୍ରଧାନ, ଏସ୍ ପି…

ରବିବାର ଓଡିଶାରୁ ୮୫୪୧ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୫୪୧ ଆକ୍ରାନ୍ତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ  ସ୍ୱାସ୍ଥ୍ୟ ବିଭାଗ । Another 8541 Covid patients…
ବ୍ରେକିଂ