Daily Archives

May 10, 2021

ରାଜ୍ୟର ବିଭିନ୍ନ ଜେଲରେ ‘ଅପରେସନ୍ କ୍ଲିନଅପ୍’ ଜାରି

ଭୁବନେଶ୍ଵର : ଜେଲରେ କଡା ଅନୁଶାସନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଜେଲରେ ‘ଅପରେସନ୍ କ୍ଲିନଅପ୍’ କରାଯାଉଛି। ଗୁଇନ୍ଦା ସୂଚନା ଆଧାରର ଜେଲ ଆଇଜିଗୁଡିକର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ଵତନ୍ତ୍ର ସ୍କ୍ଵାର୍ଡ ବିଭିନ୍ନ ଜେଲରେ ଅପରେଶନ କରୁଛନ୍ତି ଏବଂ ଏହା ଜାରି ରହିବ। ଅପରାଧୀକ…

କଟକ ମହାନଗରୀରୁ ୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪ ଜଣ କ୍ୱେରାଣ୍ଟିନରୁ ଓ ୧୫୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୩୪…

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାମ ପରିବର୍ତ୍ତନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।…

ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।…

ଅଭିନେତା ରାହୁଲ୍‌ ବୋହରାଙ୍କର ମୃତ୍ୟୁ ପୂର୍ବର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଅଭିନେତା ଓ ୟୁଟ୍ୟୁବର୍ ରାହୁଲ୍ ଭୋରାଙ୍କର କରୋନାରେ ଦେହାନ୍ତ ପରେ ଏବେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । କାରଣ ସେ ଶେଷ ସମୟରେ ମଧ୍ୟ ସୋଶାଲ ମିଡିଆ ଜରିଆରେ କହିଥିଲେ ଯେ ଯଦି ତାଙ୍କୁ ଚିକିତ୍ସା ମିଳିଥାନ୍ତା, ତାହେଲେ ବଞ୍ଚିପାରିଥାନ୍ତେ । ଏବେ ତାଙ୍କର ଏକ ଭିଡିଓ…

ଭୁବନେଶ୍ୱର ୧ ନମ୍ବର ହାଟ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ରାଜଧାନୀ ଭୁବନେଶ୍ୱରରେ ବି କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟ ନିୟମକୁ ପରିବର୍ତ୍ତନ…

ବଜ୍ରାଘାତରେ ଜଣେ ମୃତ ,ଜଣେ ଗୁରୁତର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଚୂନବନ୍ଧ ଗାଁରେ ବଜ୍ରାଘାତରେ ଜଣେ ମୃତ ,ଜଣେ ଗୁରୁତର । ମୃତକ ହେଲେ ମଣିରାମ ବେହାରାଙ୍କ ପୁଅ ଭରତ ବେହେରା। ଗୁରୁତର ଜଣକ ହେଲେ ପର୍ଶୁରାମ ମଲ୍ଲିକ। ସୂଚନାନୁସାରେ , ଅପରାହ୍ନରେ ବିଲରୁ ଫେରୁଥିବା ସମୟରେ ବଜ୍ରପାତ ଯୋଗୁଁ ଆହତ ହୋଇ ପଡିଥିଲେ ।…

ଆଜି ୪୦ ଡିଗ୍ରୀ ତାପମାତ୍ରାରେ ମାଲକାନଗିରି ସିଝିଲା

 ଭୁବନେଶ୍ୱର : ଲଗାତର କିଛି ଦିନହେବ ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି ।  କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି ହେଲେ ଗୁଳିଗୁଳି ଅନୁଭୂତ ହେଉଛି।  ଆଜି କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ, ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ…

ଓଡିଶାରେ ଟିକାକରଣ ପାଇଁ ଗ୍ଲୋବାଲ୍‌ ଟେଣ୍ଡର

ଭୁବନେଶ୍ୱର : ରାଜ୍ୟରେ ଟିକା ଅଭାବକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏ ନେଇ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଛି । ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍‌…

ଆଜି ଭୁବନେଶ୍ୱରରୁ ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ, ୮୫୯ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପୁଣି ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ କେସ ୧୮୧ ଏବଂ ଲୋକାଲ୍ କଣ୍ଟାକ୍ଟ କେସ୍‌ ୭୮୧ଜଣ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ…
ବ୍ରେକିଂ