Daily Archives

May 11, 2021

ଜି-୭ ବୈଠକ: ମୋଦିଙ୍କ ବ୍ରିଟେନ ଗସ୍ତ ବାତିଲ

ନୂଆଦିଲ୍ଲୀ: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକରେ ଯୋଗ ଦେବେନି ମୋଦି । ଦେଶରେ କରୋନା ସଂକ୍ରମଣ ହୁହୁ ବଢିଚାଲିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ଗସ୍ତ ବାତିଲ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ଘୋଷଣା କରିଛି। ଆସନ୍ତା…

ସଚ୍ଚିନ ଭାଜେ ମୁମ୍ବାଇ ପୋଲିସରୁ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେଙ୍କୁ ଆଜି ମୁମ୍ବାଇ ପୋଲିସ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ । ଏନେଇ…

ଟ୍ୱିନସିଟିରେ ବୟସ୍କଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର: ଟ୍ୱିନସିଟିରେ ବୟସ୍କଙ୍କ ଲାଗି କମିଶନରେଟ ପୋଲିସ ପକ୍ଷରୁ ହେଲ୍ପଲାଇନ ନମ୍ବର - ୮୦୯୩୦୨୮୧୦୦ ଜାରି କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି, ଏହି ହେଲ୍ପଲାଇନ ନମ୍ବର ଏହା ସ୍ପଷ୍ଟ କରିବା ଯେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବା ବରିଷ୍ଠ ନାଗରିକମାନେ…

ପନିର ପଟିଆଲା

ଆବଶ୍ୟକ ସାମଗ୍ରୀ ପନିର୍‌, ଚିଜ୍‌, ଲୁଣ, ତେଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା, କଂଚା ଲଙ୍କା, ଧନିଆ ପତ୍ର, ପିଆଜ, କସ୍ତୁରୀ ମେଥି, ପାମ୍ପଡ, ଅଦା-ରସୁଣ ପେଷ୍ଟ, ତେଜପତ୍ର, ଗୋଲମରିଚ, ଡାଲଚିନି, ଗୋଟା ଜିରା, କାଜୁ ପେଷ୍ଟ । ପ୍ରସ୍ତୁତି ପ୍ରଣାଳୀ…

ଆଜି ଓଡିଶାରୁ ୭୫୬୪ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୫୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୯୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୭୩୨, ପୁରୀରୁ ୫୨୯, କଟକରୁ ୪୭୦,…

ଝାରସୁଗୁଡ଼ାରେ ଆଉ ଏକ କୋଭିଡ ହସ୍‌ପିଟାଲ ନିର୍ମାଣ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଲାଗି ଝାରସୁଗୁଡ଼ାରେ ଆଉ ଏକ କୋଭିଡ ହସ୍‌ପିଟାଲ ନିର୍ମାଣ ହେବ । ଏହି ହସ୍‌ପିଟାଲ ବନ୍ଧବାହାଲ ଠାରେ ନିର୍ମାଣ ହେବାର ଅଛି । ଏହି କୋଭିଡ ହସ୍‌ପିଟାଲରେ ୧୨୦ଟି ଶଯ୍ୟା ରହିବ, ଯେଉଁଥିରେ କି ୨୦ଟି ଆଇସିୟୁ ଭେଣ୍ଟିଲେଟର ବ୍ୟବସ୍ଥା ରହିବ । ସେହିପରି…

ଋଷିଆର ଏକ ସ୍କୁଲରେ ଗୁଳିକାଣ୍ଡ, ୯ ମୃତ

ମସ୍କୋ : ଦକ୍ଷିଣ-ପଶ୍ଚିମ ଋଷିଆର ଟାଟାରସ୍ତାନ ରାଜ୍ୟର ରାଜଧାନୀ କାଜାନ ସହରରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ । ସ୍କୁଲ ପିଲା ଓ ଦୁଇ କର୍ମଚାରୀଙ୍କୁ ମିଶାଇ ମୋଟ ୯ ଜଣ ପ୍ରାଣ ହରାଇଛନ୍ତି ଓ କେତେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଋଷିଆର ସ୍ପୁଟନିକ ନ୍ୟୁଜର ରିପୋର୍ଟ ଅନୁସାରେ ଆଜି ସ୍କୁଲ…

କୋଭିଡ୍ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ନିର୍ଦ୍ଧାରିତ ଫି ଠାରୁ ଅଧିକ ନେଲେ ଦୃଢ଼ କାର୍ଯାନୁଷ୍ଠାନ

 ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବ, ଡିଜିପି, ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି ନବୀନ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ମାମଲା ମାସେ ହେଲା ବଢ଼ି ଚାଲିଛି । କୋଭିଡ୍ ଯୋଦ୍ଧାଙ୍କ…

ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌

 ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହେଉଛନ୍ତି। ଲୋକମାନେ ନିଜର ପ୍ରିୟଜନମାନଙ୍କ ଜୀବନ ରକ୍ଷା କରିବା ପାଇଁ ଶଯ୍ୟା, ଅକ୍ସିଜେନ୍‌ ଏବଂ ଆଇସିୟୁ ଆଦିର ସନ୍ଧାନରେ ବୁଲୁଛନ୍ତି। ଏଭଳି ସମୟରେ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଲେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି ନବୀନ ।  ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଦୀପ୍ତଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇଦେବା ପାଇଁ…
ବ୍ରେକିଂ