Daily Archives

May 13, 2021

ଆସନ୍ତାକାଲି ଜଗତସିଂହପୁର ଏବଂ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର:  ଆସନ୍ତାକାଲି ରାଜ୍ୟର ୨ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସେହି ଜିଲ୍ଲା ଗୁଡିକ ହେଉଛି ଜଗତସିଂହପୁର ଏବଂ ସୋନପୁର । ଆଜି ମଧ୍ୟ ଉଭୟ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ଟିକା ଅଭାବ କାରଣରୁ ବିଭିନ୍ନ ଜିଲ୍ଲାରେ ଟିକାକରଣ ବନ୍ଦ ହେଉଛି  । ଆସନ୍ତାକାଲି କେବଳ ୩୧୫ ଟି…

କଟକ ମହାନଗରୀରୁ ୪୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

କଟକ: ଲକଡାଉନ ଏବଂ କଡା କଟକଣା ସତ୍ତ୍ଵେ ଟ୍ଵିନ ସିଟିରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୪୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୦ ଜଣ କ୍ୱେରାଣ୍ଟିନରୁ ଓ ୧୯୬ ଜଣ ସ୍ଥାନୀୟ ସଂକ୍ରମଣ…

ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ

ଭୁବନେଶ୍ୱର :  ଆସନ୍ତାକାଲି ରାଜ୍ୟରେ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ କରାଯାଉଛି।  ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ। ଏ ନେଇ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ଅପରାହ୍ନ ୫ଟାରେ କାଳିଆ ଯୋଜନାର…

ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଦାୟିତ୍ୱ

ଭୁବନେଶ୍ୱର : ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଦାୟିତ୍ୱ । ନଗର ଉନ୍ନୟନ ସଚିବ ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ନିଯୁକ୍ତି ପାଇଲେ ମାଥଭାଥନନ । ୧୯୯୪ ବ୍ୟାଚ ଓଡିଶା-କ୍ୟାଡର ଆଇଏଏସ୍ ଅଧିକାରୀ…

ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ୱର:  କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ଜାରି କରିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ମହିଳା ଏବଂ ଶିଶୁ ବିକାଶ ବିଭାଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।…

“ଭବିଷ୍ୟତରେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପୃଥକବାସ ” ଶୀର୍ଷକ ୱେବିନାର

ଭୁବନେଶ୍ଵର:  ଭବିଷ୍ୟତରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବାକୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତ୍ୟକ ବ୍ୟକ୍ତି ସଠିକ ଭାବେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଭାରତ ସରକାରଙ୍କ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ,ଭୁବନେଶ୍ୱର ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିବା “ଭବିଷ୍ୟତରେ କୋଭିଡ଼…

ଟିକାକରଣରେ ଜଙ୍ଗଲ, ବ୍ୟାଙ୍କ ଓ ରେଲୱେ ଷ୍ଟାଫଙ୍କୁ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ ଟିକାକରଣ। ଟିକାକରଣରେ ଆଉ କିଛି ବିଭାଗର କର୍ମଚାରୀଙ୍କୁ ଆଗଧାଡ଼ିର କର୍ମଚାରୀ ଭାବେ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ବନ ବିଭାଗ କର୍ମଚାରୀ ଏବଂ ଫରେଷ୍ଟ ଗାର୍ଡ, ବ୍ୟାଙ୍କିଂ ଷ୍ଟାଫ, ଜୀବନ ବୀମା କମ୍ପାନ, ରେଲୱେ ଷ୍ଟାଫ, ଜିଲ୍ଲା ଶିଶୁ…

ଆସାମର ଏକ ଜଙ୍ଗଲରୁ ୧୮ ହାତୀଙ୍କ ମୃତଦେହ ଉଦ୍ଧାର, ବ୍ରଜଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଆସାମ: ଆସାମାର ନାଗାଓଁ-କରବି ଅଙ୍ଗଲୋଙ୍ଗ ଜିଲ୍ଲାର ସୀମାନ୍ତ ପାହାଡ଼ ଉପରୁ ୧୮ଟି ହାତୀଙ୍କ ମୃତଦେହ ମିଳିଛି। ମୃତ୍ୟୁର  କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରୁ ବିଜୁଳି ଆଘାତରେ ଏତେ ସଂଖ୍ୟକ ହାତୀଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ସରକାରୀ ଅଧିକାରୀ କହିଛନ୍ତି, ବୁଧବାର…

ଡିନର ପାଇଁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆଳୁ ପୁରୀ

 ଆବଶ୍ୟକ ସାମଗ୍ରୀ ସିଝା ଆଳୁ, ମଇଦା, ସୁଜି, ତେଲ, ଲୁଣ, କଂଚା ଲଙ୍କା ପେଷ୍ଟ, ଧନିଆ ପତ୍ର, ଜୁଆଣୀ । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡେଇ ଚକଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ମଇଦା, ସୁଜି, ଜୁଆଣୀ, ଲୁଣ , କଟା ଧନିଆ ପତ୍ର ଏବଂ କଂଚା ଲଙ୍କା ପେଷ୍ଟ…

ଲକଡାଉନ ବେଳେ ଅନଲାଇନରେ ମଦ ମିଳିବ

ଭୁବନେଶ୍ୱର: ଏଣିକି ଲକଡାଉନରେ ହାତ ପାହାନ୍ତରେ ପହଞ୍ଚିବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ ବୋଲି ଅବକାରୀ କମିଶନରଙ୍କୁ ଅବଗତ କରାଇଛନ୍ତି ଅବକାରୀ ସଚିବ । ସେହିପରି ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ମଦ ଡେଲିଭରି ଦେଇପାରିବେ । ଜିଲ୍ଲାପାଳଙ୍କ…
ବ୍ରେକିଂ