Daily Archives

May 14, 2021

କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ପରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ନୂଆ ଅବଧି ନିୟମ । ଏଣିକି ୬ସପ୍ତାହ ପରିବର୍ତ୍ତେ ୧୨ ସପ୍ତାହ ପରେ ମିଳିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ । କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ଫଳରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ଡୋଜ୍ ଟିକା ନେଇ ନଥିବା…

ଲକଡାଉନ ସମୟରେ ମଦ ହୋମ ଡେଲିଭରୀକୁ ଖୋର୍ଦ୍ଧା ପ୍ରଶାସନର ଅନୁମତି

ଭୁବନେଶ୍ୱର:   ଲକଡାଉନ ସମୟରେ ମଦ ହୋମ ଡେଲିଭରୀ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ଲାଇସେନ୍ସ ପ୍ରାପ୍ତ ଦୋକାନଗୁଡିକ ଡେଲିଭରି ବଏ ଏବଂ ଫୁଡ ଏଗ୍ରିଗେଟର ମାଧ୍ୟମରେ ମଦ ଡେଲିଭରୀ କରିପାରିବେ। ଜିଲ୍ଲା ଏକ୍ସାଇଜ୍ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ…

ଟ୍ରେନରେ ଡକାୟତି କରୁଥିବା ୬ ଜଣିଆ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଯାତ୍ରୀଙ୍କ ବେଶରେ ଟ୍ରେନରେ ପଶି ଲାପଟପ ସହ ମୋବାଇଲ ନେଇ ଚମ୍ପଟ ମାରୁଥିବା ଡକାୟତୀ ଗ୍ୟାଙ୍ଗକୁ ଗିରଫ କରାଯାଇଛି  ଭୁବନେଶ୍ବର ଷ୍ଟେସନରେ ସିରିଜ ଲାପଟପ ଡକାୟତି କରିଥିଲେ ଏହି ଗ୍ୟାଙ୍ଗ । ଏହି ମାମଲାରେ ଆରପିଏଫ ଓ ଜିଆରପିର ସ୍ବତନ୍ତ୍ର ଇନପୁଟରେ  ୬ଜଣିଆ ଡକାୟତି ଗ୍ଯାଙ୍ଗକୁ…

ମୃତଦେହ ନେବାକୁ ମନାକଲେ, ସ୍ୱେଚ୍ଛାସେବୀ କାନ୍ଧ ଦେଲା

ଝାରସୁଗୁଡ଼ା: କରୋନାରେ ମୃତ୍ୟୁ ହେବାପରେ ଅଲୋଡା ହେଉଯାଉଛନ୍ତି ଆପଣାର ଲୋକ। ଏମିତିକି ମୃତଦେହକୁ ଚାରି କାନ୍ଧ ଦେବା ତ ଦୂର କଥା ପାଖ ମଧ୍ୟ ମାଡ଼ୁ ନାହାନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଲାବିରା ବ୍ଲକ ରଘୁନାଥ ପାଲି ଗ୍ରାମରେ। ସୂଚନାଯୋଗ୍ୟ ଝାରସୁଗୁଡା ଜିଲ୍ଲା କୋଲାବିରା…

ଆସନ୍ତାକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି  । ସେପଟେ ରାଜ୍ୟରେ  ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆସନ୍ତାକାଲି ରାଜ୍ୟର ୧୦ଟି ଜିଲ୍ଲାରେ…

ମେ ’୨୫ ସୁଦ୍ଧା ପାଟିଆ ଶ୍ମଶାନର ନିର୍ମାଣ କାର୍ଯ୍ୟ ସାରିବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ଆଖପାଖ ଅଞ୍ଚଳର କରୋନା ରୋଗୀ ମଧ୍ୟ ଚିକିତ୍ସିତହେବାକୁ ଭୁବନେଶ୍ଵରରେ ଥିବା କୋଭିଡ ହସ୍ପିଟାଲକୁ ଆସୁଛନ୍ତି। ଗୁରୁତର କରୋନାରୋଗୀ ମୃତ୍ୟୁବରଣ କରିବା ପରେ ସେମାନଙ୍କ ଶବକୁ ସତ୍ୟନଗର ଶ୍ମଶାନରେ ଦାହ କରାଯାଉଛି।…

୨୦ ଦିନ ଲଢେଇ କରି ନବଜାତ ଶିଶୁ କରୋନାକୁ ହରାଇଲା

ଭୁବନେଶ୍ୱର: ରଖେ ହରି ମାରେ କିଏ ! ୨୦ ଦିନ କରୋନା ସହ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଲା ନବଜାତ ଶିଶୁ । ଏହା କେତେ ଯେ ଭୟଙ୍କର ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶକୁ କବଳିତ…

କରୋନା ଟେଷ୍ଟ ପାଇଁ ଚଢ଼ା ଦର କରୁଥିବା ଘରୋଇ ଲ୍ୟାବ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: କିଛି ଘରୋଇ ଲ୍ୟାବ ସରକାରୀ ନିର୍ଦେଶନାମାକୁ ନମାନି କୋଭିଡ୍‌ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । କୋଭିଡ୍‌ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି । କରୋନା ଟେଷ୍ଟ ପାଇଁ ଚଢ଼ା ଦର କରୁଥିବା ଘରୋଇ ଲ୍ୟାବକୁ…

ପ୍ରଶାସନ ପକ୍ଷରୁ କରୋନାରେ ମୃତ ମହିଳାଙ୍କ ଶବ ଦାହ

ପଡିଆ: କରୋନା ବହୁତ ଖରାଫ ଲକ୍ଷଣ । କେତେବେଳେ କାହାକୁ ସଂକ୍ରମିତ କରୁଛି ତ ପୁଣି କାହାର ଜୀବନ ନେଉଛି । ତେବେ ଏହି ସମୟରେ ସଂପର୍କୀୟ କଣ ନିଜ ଲୋକ ବି ପର ହୋଇଯାଆନ୍ତି । କିନ୍ତୁ ଏଠି ନିଜ ଜୀବନକୁ ବାଜି ଲଗାଇ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବଦାହ କରି ଅନ୍ୟମାନଙ୍କ…

ବ୍ଲାକ ଫଙ୍ଗସ୍ ପାଇଁ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସ ବା ମିକୋରମାଇକୋସିସ୍ ସଂକ୍ରମଣକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ରାଜ୍ୟରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ମଧ୍ୟ ବଢିଯାଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ…
ବ୍ରେକିଂ